Leave Cancelled / ଅଧିକାରୀଙ୍କୁ ଶନିବାର-ରବିବାର କାମରେ ରହିବାକୁ ନିର୍ଦ୍ଦେଶ; ମାଡ଼ି ଆସୁଛି ବାତ୍ୟା
·1 hour ago·2 min read

Key Points
ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତୁତି ଜୋରଦାର
ଡ୍ୟାମ ଓ ନଦୀବନ୍ଧ ଉପରେ କଡ଼ା ନଜର
ଶନିବାର-ରବିବାର କାମରେ ରହିବେ ଅଫିସର୍
ଡ୍ୟାମ ଓ ନଦୀବନ୍ଧ ଉପରେ କଡ଼ା ନଜର
ଶନିବାର-ରବିବାର କାମରେ ରହିବେ ଅଫିସର୍
ଭୁବନେଶ୍ଵର: ବର୍ଷା ପୂର୍ବରୁ ଆକ୍ସନ୍ରେ ଜଳସମ୍ପଦ ବିଭାଗ। ଦୁଇ ଦିନ ଆଗରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ସେକ୍ରେଟାରୀ ସ୍ତରରେ ଲଗାତାର ରିଭ୍ୟୁ ମିଟିଂ କରାଯାଉଛି। ଫିଲ୍ଡ ଇଞ୍ଜିନିୟରମାନେ ଡ୍ୟାମ୍, ନଦୀବନ୍ଧ ଓ ଜଳସ୍ତରର ସ୍ଥିତି ଯାଞ୍ଚ କରିଛନ୍ତି । ଆଗୁଆ ପାଣି କମାଇ ଡ୍ୟାମ୍ରେ ସ୍ପେସ୍ ତିଆରି କରୁଛି ଜଳସମ୍ପଦ ବିଭାଗ । ବାତ୍ୟା ଆସୁଥିବାରୁ ସମସ୍ତ ଅଧିକାରୀଙ୍କୁ ଶନିବାର-ରବିବାର କାମରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରାଉଣ୍ଡରେ ରହି କାମ କରିବାକୁ କୁହାଯାଇଛି । ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତଙ୍କ ସୂଚନା ।
ପଢନ୍ତୁ ଏହି ଖବର: ଜଣାପଡ଼ିଗଲା ଏଇଠି ଲ୍ୟାଣ୍ଡଫଲ୍ କରିବ ବାତ୍ୟା; ଅପରାହ୍ନ ୪ଟାରେ SRC ଅଫିସରେ ବଡ଼ ବୈଠକ
- ୧୮ ତାରିଖରୁ ବର୍ଷା ବଢ଼ିବ
- ଆକ୍ସନ୍ରେ ଜଳସମ୍ପଦ ବିଭାଗ
ପଢନ୍ତୁ ଏହି ଖବର: ଜଣାପଡ଼ିଗଲା ଏଇଠି ଲ୍ୟାଣ୍ଡଫଲ୍ କରିବ ବାତ୍ୟା; ଅପରାହ୍ନ ୪ଟାରେ SRC ଅଫିସରେ ବଡ଼ ବୈଠକ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ୫୦% ଖାଲି ରହିବ ଡ୍ୟାମ୍
Related Topics
Explore more stories