Odisha Cyclone Update / ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍; କାଲି ସନ୍ଧ୍ୟାରେ ଜଣାପଡ଼ିବ
·43 mins ago·2 min read

Key Points
ଆସନ୍ତାକାଲି ଲଘୁଚାପ ଘୂର୍ଣ୍ଣିବଳୟର ରୂପ ନେବ
କାଲି ସନ୍ଧ୍ୟାରେ ବାତ୍ୟା ନେଇ ସ୍ପଷ୍ଟ ହେବ ଚିତ୍ର
କାଲି ସନ୍ଧ୍ୟାରେ ବାତ୍ୟା ନେଇ ସ୍ପଷ୍ଟ ହେବ ଚିତ୍ର
ଭୁବନେଶ୍ଵର: ଦିନ ଗଡ଼ିବା ସହ ଓଡ଼ିଶାବାସୀଙ୍କ ମନରେ ଶଙ୍କା ବଢ଼ୁଛି । ବଙ୍ଗୋପସାଗରରେ ସୃଷ୍ଟି ହେବ କି ବାତ୍ୟା ? ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବ କି? ଏଭଳି କିଛି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଭିନ୍ନ ଏଜେନ୍ସି ମଧ୍ୟ ଏଭଳି କିଛି ଆକଳନ କରୁଥିବା ବେଳେ ଆସନ୍ତାକାଲି ସନ୍ଧ୍ୟାରେ ଲଘୁଚାପ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବ । ଯାହା ଅଧିକ ଶକ୍ତିଶାଳୀ ହୋଇ ଘନୀଭୂତ ହେବ ଓ ତୀବ୍ର ଅବପାତରେ ପରିଣତ ହେବ ବୋଲି ସ୍ପଷ୍ଟ କରିଛି ପାଣିପାଗ ବିଭାଗ ।
ଏପଟେ ECMWF ଓ GFS ମଡେଲର ଆକଳନ ଅନୁସାରେ ଲଘୁଚାପ ସୃଷ୍ଟି ହେବା ପରେ ଏହା ଧୀରେ ଧୀରେ ଶକ୍ତିଶାଳୀ ହୋଇପାରେ । ଅବପାତ ହେବାର ସମ୍ଭାବନା ବଢ଼ୁଛି ଏବଂ ପରେ ଗଭୀର ଅବପାତ ହେବାର ମଧ୍ୟ ସମ୍ଭାବନା ରହିଛି । ଆହୁରି ଶକ୍ତିଶାଳୀ ହୋଇ ବାତ୍ୟା ହେବାର ସମ୍ଭାବନାକୁ ଏବେ ବାଦ୍ ଦିଆଯାଇପାରୁ ନାହିଁ ।

- ରାଜ୍ୟରେ ୨୨ରୁ ବଢିବ ବର୍ଷା
- ବିପର୍ଯ୍ୟୟ ପରିଚାଳନା ବିଭାଗର ସମୀକ୍ଷା ବୈଠକ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଅକ୍ଟୋବର ନୁହେଁ, ସେପ୍ଟେମ୍ବରରେ ଆସିପାରେ ବାତ୍ୟା, ଭୟ ବଢ଼ାଇଲା ପାଣିପାଗ ବିଜ୍ଞାନୀଙ୍କ ଆକଳନ
- କାଲି ସନ୍ଧ୍ୟାରେ ସ୍ପଷ୍ଟ ହେବ ଚିତ୍ର
Related Topics
Explore more stories