Flood Big Update / ମହାନଦୀରେ ପୁଣି ବଢ଼ିଛି ବନ୍ୟାଜଳ; ହୀରାକୁଦରେ ଆହୁରି ଗେଟ୍ ଖୋଲିପାରେ
·1 hour ago·3 min read

Key Points
ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ବନ୍ୟା ସ୍ଥିତି
ମହାନଦୀରେ ଆସିଛି ଚତୁର୍ଥ ବନ୍ୟା
ସେପଟେ ହୀରାକୁଦରେ ଆଉ ଗେଟ୍ ଖୋଲିପାରେ
ମହାନଦୀରେ ଆସିଛି ଚତୁର୍ଥ ବନ୍ୟା
ସେପଟେ ହୀରାକୁଦରେ ଆଉ ଗେଟ୍ ଖୋଲିପାରେ
ଛତିଶଗଡ଼ରୁ ମାଡ଼ି ଆସୁଛି ବନ୍ୟା ଜଳ । ଫଳରେ ହୀରାକୁଦ ଜଳ ଭଣ୍ତାରରେ ଜଳ ସ୍ତର ବଢିବାରେ ଲାଗିଛି । ଏବେ ହୀରାକୁଦରେ ୨୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଚାଲିଥିବାବେଳେ ଆଗକୁ ଆହୁରି ଗେଟ୍ ଖୋଲିପାରେ । ସେପଟେ ମହାନଦୀରେ ଚତୁର୍ଥ ବନ୍ୟା ଆସିବା ପରେ ଅନେକ ତଳିଆ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି ହୋଇଛି । ଚାଷଜମି ଜଳମଗ୍ନ ହୋଇଛି । ଯାଜପୁର, ଭଦ୍ରକ, ବାଲେଶ୍ଵର, କଟକ ବାଙ୍କୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଦକ୍ଷିଣ ଓଡ଼ିଶାରେ ବି ଉତ୍କଟ ହୋଇଛି ବନ୍ୟା ସ୍ଥିତି ।
- ହୀରାକୁଦରେ ଖୋଲିବ ଆଉ ଗେଟ୍
- ବାଙ୍କୀରେ ବଢ଼ିଲା ଆଶଙ୍କା
- ସୁବର୍ଣ୍ଣରେଖାରେ ଚତୁର୍ଥ ବନ୍ୟା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଆଜି ଏହି ୨ ଜିଲ୍ଲାରେ ସବୁ ସ୍କୁଲ ଛୁଟି; ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି
- ଭଦ୍ରକରେ ବନ୍ୟା ପରିସ୍ଥିତି
- ଦକ୍ଷିଣ ଓଡ଼ିଶାରେ ବି ସ୍ଥିତି ସଂଗୀନ
Related Topics
Explore more stories