Orphan Students Education / ସରକାରଙ୍କ ଗ୍ରୀନ ପାସେଜ୍ ସ୍କିମ; ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବେନି ଅନାଥ ଛାତ୍ରଛାତ୍ରୀ
·5 hours ago·2 min read

Key Points
ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବେନି ଅନାଥ ଛାତ୍ରଛାତ୍ରୀ
ଘରର ରୋଜଗାରିଆ ମଣିଷ ଚାଲିଗଲେ ଅଟକିବନି ପାଠପଢ଼ା
ସରକାରଙ୍କ ଗ୍ରୀନ ପାସେଜ୍ ସ୍କିମ ବୁଝିବ ପିଲାଙ୍କ କଥା
ଘରର ରୋଜଗାରିଆ ମଣିଷ ଚାଲିଗଲେ ଅଟକିବନି ପାଠପଢ଼ା
ସରକାରଙ୍କ ଗ୍ରୀନ ପାସେଜ୍ ସ୍କିମ ବୁଝିବ ପିଲାଙ୍କ କଥା
ଭୁବନେଶ୍ଵର: ବାପା-ମାଆ ନାହାନ୍ତି, ଆର୍ଥିକ ସମ୍ବଳ ନାହିଁ । ହେଲେ ଶିକ୍ଷାର ସ୍ୱପ୍ନ ଅଟକିବନି । ଅବିଭାବକଙ୍କ ଅନୁପସ୍ଥିତି, ଆର୍ଥିକ ଅନଟନ ଅଟକାପାରିବନି ପାଠପଢ଼ା । ଏଥିପାଇଁ ରାଜ୍ୟ ସରକାର ଆଣିଛନ୍ତି ‘ଗ୍ରୀନ୍ ପାସେଜ୍ ସ୍କିମ୍’ । ଉଚ୍ଚ ଶିକ୍ଷା ବିଭାଗର ଏହି ଯୋଜନା ଏବେ ସରକାରୀ ବୈଷୟିକ ବିଶ୍ବବିଦ୍ୟାଳୟ ଏବଂ କଲେଜରେ ଲାଗୁ ହେବା ନେଇ ବିଜ୍ଞପ୍ତି ଜାରି ହୋଇଛି । ଏହାର ମୂଳ ଲକ୍ଷ୍ୟ ହେଉଛି ଅନାଥ ଓ ଅସହାୟ ପିଲାଙ୍କୁ ଉଚ୍ଚଶିକ୍ଷାର ସୁଯୋଗ ଦେବା ।
- କିଏ ପାଇବେ ସୁବିଧା ?
- କେଉଁ ପାଠ୍ୟକ୍ରମ ପାଇଁ ଗ୍ରୀନ୍ ପାସେଜ୍ ସ୍କିମ ?
- ମାଗଣା ହଷ୍ଟେଲ ଓ ଖାଇବା ପିଇବା ସୁବିଧା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ରାଜ୍ୟ କ୍ୟାବିନେଟ୍ରେ ୧୦ ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ; କଲେଜରେ ଦିନକୁ ୧GB ମାଗଣା ଡାଟା
ଅର୍ଥ ଅଭାବରୁ, ଘରର ରୋଜଗାରିଆ ଲୋକ ଚାଲିଗଲେ ଅବା ପିଲାଟି ବାପା ମାଆଙ୍କୁ ହରାଇଲେ ଯେପରି ତା ପାଠ ପଢାରେ ଡୋରି ବାନ୍ଧି ନ ହୋଇଯାଏ ସେଥିପାଇଁ ସରକାରଙ୍କ ଏହି ସ୍କିମ । ସରକାରଙ୍କ ଏହି ଜନମଙ୍ଗଳକାରୀ ଯୋଜନାର ଫାଇଦା ଅନେକ ଅସହାୟ ଛାତ୍ରଛାତ୍ରୀ ନେଇପାରିବେ ।