Odisha IPS Officer Death / ଆଇପିଏସ୍ ସଫିନ ଅହମ୍ମଦଙ୍କ ଦେହାନ୍ତ; କ୍ରାଇମବ୍ରାଞ୍ଚ ଆଇଜି ଥିଲେ
·59 mins ago·2 min read

Key Points
ଆଇପିଏସ୍ ସଫିନ ଅହମ୍ମଦଙ୍କ ଦେହାନ୍ତ
୨୦୦୩ ବ୍ୟାଚର ଆଇପିଏସ ଅଫିସର
ସଫିନଙ୍କୁ କଣ ହୋଇଥିଲା ଜାଣନ୍ତୁ..
୨୦୦୩ ବ୍ୟାଚର ଆଇପିଏସ ଅଫିସର
ସଫିନଙ୍କୁ କଣ ହୋଇଥିଲା ଜାଣନ୍ତୁ..
୨୦୦୩ ବ୍ୟାଚର ଆଇପିଏସ ଅଫିସର ସଫିନ ଅହମ୍ମଦଙ୍କ ଦେହାନ୍ତ । ସେ ଓଡ଼ିଶା କ୍ୟାଡରର ଜଣେ ବରିଷ୍ଠ ଆଇପିଏସ୍ (IPS) ଅଫିସର । ଏହାସହ କ୍ରାଇମବ୍ରାଞ୍ଚ ଆଇଜି ଥିଲେ ସଫିନ୍ନ ଅହମ୍ମଦ । କ୍ୟାନ୍ସରରେ ପୀଡିତ ହୋଇ ଚିକିତ୍ସା ହେଉଥିଲେ । ତେବେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା । ୧୯୭୬ରେ କେରଳର ଥିରୁଅନନ୍ତପୁରମରେ ତାଙ୍କର ଜନ୍ମ ହୋଇଥିଲା ।
ପଢନ୍ତୁ ଏହି ଖବର: IPS ସ୍ତରରେ ଅଦଳବଦଳ, ସତ୍ୟବ୍ରତ ଭୋଇ ହେଲେ ଗୁଇନ୍ଦା IG
- ଦୁଇ ଦିନ ତଳେ ହସ୍ପିଟାଲରୁ ଘରକୁ ଫେରିଥିଲେ
- ମିଳିଥିଲା ରାଜ୍ୟପାଳ ପୋଲିସ ମେଡାଲ
ପଢନ୍ତୁ ଏହି ଖବର: IPS ସ୍ତରରେ ଅଦଳବଦଳ, ସତ୍ୟବ୍ରତ ଭୋଇ ହେଲେ ଗୁଇନ୍ଦା IG
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- କୁନ୍ଦୁଲି ଗଣଦୁଷ୍କର୍ମ ମାମଲାର ତଦନ୍ତ କରିଥିଲେ
Related Topics
Explore more stories