Cyclone Big Update / ସ୍ପଷ୍ଟ ଚିହ୍ନିତ ହେଲା ଲଘୁଚାପ କ୍ଷେତ୍ର; ବାତ୍ୟା ନେଇ ବଡ଼ ଅପଡେଟ୍ ଦେଲା IMD
·55 mins ago·3 min read

Key Points
ରାଜ୍ୟରେ ହେବ କି ବାତ୍ୟା ?
ବଡ଼ ଅପଡେଟ୍ ଦେଲା IMD
ବଡ଼ ଅପଡେଟ୍ ଦେଲା IMD
ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ବର୍ତ୍ତମାନ କେନ୍ଦ୍ରୀୟ ବଙ୍ଗୋପସାଗରରେ 'ସ୍ପଷ୍ଟ ଚିହ୍ନିତ ଲଘୁଚାପ'ରେ ପରିଣତ ହୋଇଛି । ଆଗାମୀ ୨୪ ଘଣ୍ଟାରେ ଏହା ଅବପାତ ଏବଂ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ୨୩ ତାରିଖ ସକାଳ ସୁଦ୍ଧା ଉତ୍ତର-ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ-ଓଡ଼ିଶା ଉପକୂଳରେ ପହଞ୍ଚିବ । ତେବେ ଓଡ଼ିଶାବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତିର ଖବର ହେଉଛି ଏହା ବାତ୍ୟାର ରୂପ ନେବାର କୌଣସି ସମ୍ଭାବନା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ (IMD)ର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ସ୍ପଷ୍ଟ କରିଛନ୍ତି । ତେବେ ଅଧିକାଂଶ ଜିଲ୍ଲାରେ ପ୍ରବଳ ଓ କେତେକ ଜିଲ୍ଲାରେ ଅତିପ୍ରବଳ ବର୍ଷାର ଆଶଙ୍କା ରହିଛି । ତେଣୁ ପାହାଡ଼ିଆ ଅଞ୍ଚଳରେ ଭୂ-ସ୍ଖଳନ ଏବଂ ତଳିଆ ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କା ରହିଛି ।
ପଢନ୍ତୁ ଏହି ଖବର: ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ସମ୍ଭାବନା; ଏହି ଜିଲ୍ଲାରେ ସବୁ ସ୍କୁଲ କଲେଜ ବନ୍ଦ
- ୨୨ ତାରିଖଠୁ ପ୍ରବଳ ବର୍ଷା
- ଖୋଲିବ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍
ପଢନ୍ତୁ ଏହି ଖବର: ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ସମ୍ଭାବନା; ଏହି ଜିଲ୍ଲାରେ ସବୁ ସ୍କୁଲ କଲେଜ ବନ୍ଦ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି
- ଏହି ଘାଟିରେ ଭାରିଯାନ ଚଳାଚଳ ବନ୍ଦ
- ଏବେଠୁ ଦେଖାଦେଲାଣି ପ୍ରଭାବ
Related Topics
Explore more stories