Odisha Plus 2 Admission 2026 / +୨ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ କେମିତି କରିବେ ଆବେଦନ
·1 hour ago·2 min read

Key Points
ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ଏକାଦଶ ଶ୍ରେଣୀରେ ନାମ ଲେଖାଇବାକୁ ଆବେଦନ କରିପାରିବେ ଛାତ୍ରଛାତ୍ରୀ
SAMS ପୋର୍ଟାଲ ମାଧ୍ୟମରେ ଆବେଦନ କରିବେ ଛାତ୍ରଛାତ୍ରୀ

୨୦୨୬-୨୭ ଶିକ୍ଷାବର୍ଷରେ ନାମ ଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଯୁକ୍ତ ୨ ପ୍ରଥମ ବର୍ଷ ବା ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀମାନେ ଏବେ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ଏହା ଜୁନ୍ ୩୦ ତାରିଖ ଯାଏ ଚାଲିବ । Sams Portal ମାଧ୍ୟମରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ତେବେ ପ୍ରଥମ ପର୍ଯ୍ୟାୟର ମେରିଟ୍ ଲିଷ୍ଟ ଜୁଲାଇ ୮ ତାରିଖରେ ପ୍ରକାଶ ପାଇବ । ଜୁଲାଇ ୯ରୁ ୧୫ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟ ଆଡମିସନ୍ ପ୍ରକ୍ରିୟା ଜାରି ରହିବ ।
ଚଳିତ ବର୍ଷ ମେ' ୨ ତାରିଖରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ପାସ୍ ହାର ୯୫.୩୩% ରହିଥିଲା । ଚଳିତବର୍ଷ ରାଜ୍ୟର ୩ ହଜାର ୮୨ଟି କେନ୍ଦ୍ରରେ ଦଶମ ପରୀକ୍ଷା ହୋଇଥିଲା । ଦଶମ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୩୬ ହଜାର ୩୦୬ ଜଣ ଛାତ୍ରଛାତ୍ରୀ । ସେଥିମଧ୍ୟରୁ ୫ ଲକ୍ଷ ୧୫ ହଜାର ୨୫୧ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।
କେଉଁ ଗ୍ରେଡ୍ରେ କେତେ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ?
A1 ଗ୍ରେଡ୍ରେ ୨ ହଜାର ୪୫୬ ଜଣ ପାସ୍ ହୋଇଛନ୍ତି ।
A2 ଗ୍ରେଡ୍ରେ ୧୫ ହଜାର ୬୮୧ ଜଣ କୃତକାର୍ଯ୍ୟ ହୋଇଛନ୍ତି ।
B1 ଗ୍ରେଡ୍ରେ ୪୩ ହଜାର ୫୬୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ।
B2 ଗ୍ରେଡ୍ରେ ୮୬ ହଜାର ୧୦୩ ଜଣ ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିଛି ।
C ଗ୍ରେଡ୍ରେ ୧ ଲକ୍ଷ ୨୯ ହଜାର ୮୧୩ ଜଣ ପାସ୍ ହୋଇଛନ୍ତି ।
D ଗ୍ରେଡ୍ରେ ୧ ଲକ୍ଷ ୪୬ ହଜାର ୧୫୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ।
E ଗ୍ରେଡ୍ରେ ପାସ୍ ହୋଇଛନ୍ତି ୯୫ ହଜାର ୪୮୧ ଜଣ ଶିକ୍ଷାର୍ଥୀ ।
ଅଧିକ ପଢ଼ନ୍ତୁ: ଜୁନ ୨୧ରେ ନୁହେଁ ଏହି ଦିନ ହେବ OTET ପରୀକ୍ଷା, ବଦଳିଲା ତାରିଖ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories