Odisha Police / ୩ ବର୍ଷରୁ କମ୍ ବୟସର ଶିଶୁ ଥିବା କର୍ମଚାରୀଙ୍କୁ ରାତି ଡ୍ୟୁଟିରୁ ଛାଡ଼; ଓଡ଼ିଶା ପୋଲିସର ବଡ଼ ପଦକ୍ଷେପ
·1 hour ago·2 min read

Key Points
ମହିଳା ପୋଲିସ କର୍ମଚାରୀଙ୍କ ପାଇଁ ପଦକ୍ଷେପ
ଓଡ଼ିଶା ପୋଲିସର ବଡ଼ ପଦକ୍ଷେପ
ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା କର୍ମଚାରୀଙ୍କୁ କଠିନ ଡ୍ୟୁଟିରୁ ରିହାତି
ଓଡ଼ିଶା ପୋଲିସର ବଡ଼ ପଦକ୍ଷେପ
ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା କର୍ମଚାରୀଙ୍କୁ କଠିନ ଡ୍ୟୁଟିରୁ ରିହାତି
ଭୁବନେଶ୍ଵର: ମହିଳା ପୋଲିସ କର୍ମଚାରୀଙ୍କ ପାଇଁ ଓଡ଼ିଶା ପୋଲିସର ବଡ଼ ପଦକ୍ଷେପ । ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ କାମରେ ମିଳିବ ଆଶ୍ୱସ୍ତି । ମହିଳା ପୋଲିସଙ୍କ ଅଭିଯୋଗ ଶୁଣିବେ ମହିଳା ଅଧିକାରୀ । ରିହାତି ଓ ଛୁଟି ବ୍ୟବସ୍ଥା କରାଯାଇଛି । ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା ପୋଲିସ କର୍ମଚାରୀଙ୍କୁ କଠିନ ଡ୍ୟୁଟିରୁ ରିହାତି ଏବଂ ୩ ବର୍ଷରୁ କମ୍ ବୟସର ଶିଶୁ ଥିବା କର୍ମଚାରୀଙ୍କୁ ରାତି ଡ୍ୟୁଟିରୁ ଛାଡ଼ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପଢନ୍ତୁ ଏହି ଖବର: ଗର୍ଭବତୀ ଥିଲେ ମହିଳା ଏସ୍ଆଇ ପ୍ରଭାସିନୀ ସାହୁ; ରହସ୍ୟଜନକ ମୃତ୍ୟୁକୁ ନେଇ ପ୍ରଶ୍ନ
ମହିଳା ପୋଲିସ କର୍ମଚାରୀଙ୍କ ପାଇଁ ପୃଥକ ଶୌଚାଳୟ, ବିଶ୍ରାମଗୃହ ଓ ପୋଷାକ ପରିବର୍ତ୍ତନ କକ୍ଷ ସୁନିଶ୍ଚିତ କରିବା ସହ କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯାତନା ସମ୍ପର୍କିତ ଅଭିଯୋଗର ତ୍ୱରିତ ସମାଧାନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।
- ବର୍ଷକୁ ୧୨ ଦିନ ଅତିରିକ୍ତ ଛୁଟି
ପଢନ୍ତୁ ଏହି ଖବର: ଗର୍ଭବତୀ ଥିଲେ ମହିଳା ଏସ୍ଆଇ ପ୍ରଭାସିନୀ ସାହୁ; ରହସ୍ୟଜନକ ମୃତ୍ୟୁକୁ ନେଇ ପ୍ରଶ୍ନ
ମହିଳା ପୋଲିସ କର୍ମଚାରୀଙ୍କ ପାଇଁ ପୃଥକ ଶୌଚାଳୟ, ବିଶ୍ରାମଗୃହ ଓ ପୋଷାକ ପରିବର୍ତ୍ତନ କକ୍ଷ ସୁନିଶ୍ଚିତ କରିବା ସହ କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯାତନା ସମ୍ପର୍କିତ ଅଭିଯୋଗର ତ୍ୱରିତ ସମାଧାନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।
- ପ୍ରତିକ୍ରିୟା ରଖିଲେ ଡିଜିପି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: