Orangutan Health Update / କେମିତି ଅଛନ୍ତି ୫ ଓରାଙ୍ଗଉଟାନ ? ବଡ଼ ଅପଡେଟ୍ ଦେଲେ ନନ୍ଦନକାନନ ଉପନିର୍ଦ୍ଦେଶକ
·1 hour ago·2 min read

Key Points
ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କ ସ୍ଵାସ୍ଥ୍ୟାବସ୍ଥା କିପରି ଅଛି ?
ବଡ଼ ଅପଡେଟ୍ ଦେଲେ ନନ୍ଦନକାନନ ଉପନିର୍ଦ୍ଦେଶକ
ବଡ଼ ଅପଡେଟ୍ ଦେଲେ ନନ୍ଦନକାନନ ଉପନିର୍ଦ୍ଦେଶକ
ଭୁବନେଶ୍ଵର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ୫ଟି ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି । ସେମାନଙ୍କ ଓଜନ ଧୀରେ ଧୀରେ ବୃଦ୍ଧି ପାଉଥିବା ବେଳେ ଖାଦ୍ୟ ମଧ୍ୟ ଠିକ୍ ଭାବେ ଗ୍ରହଣ କରୁଛନ୍ତି । ଏଥିସହ ସେମାନଙ୍କ ଗତିବିଧିରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଦେଖାଦେଇଛି । ନନ୍ଦନକାନନର ଉପନିର୍ଦ୍ଦେଶକ ପ୍ରଦୀପ ମିରାସେ ଏହି ସୂଚନା ଦେଇଛନ୍ତି ।
ତାଙ୍କ ସୂଚନା ଅନୁଯାୟୀ, ୫ଟି ଯାକ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟ ଉପରେ ନିୟମିତ ନଜର ରଖାଯାଉଛି । ଓରାଙ୍ଗଉଟାନ ଛୁଆମାନେ ଏବେ ସାଧାରଣ ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ଏପରିକି ସେମାନଙ୍କର ଆକ୍ଟିଭିଟି ମଧ୍ୟ ସାଧାରଣ ରହିଛି । ଅଭିଜ୍ଞ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ତତ୍ତ୍ୱାବଧାନରେ ସେମାନଙ୍କ ଯତ୍ନ ନିଆଯାଉଥିବା ବେଳେ ବୈଷୟିକ କମିଟିର ସଦସ୍ୟମାନଙ୍କ ପରାମର୍ଶ ମଧ୍ୟ ନିଆଯାଉଛି ।
ପଢନ୍ତୁ ଏହି ଖବର: ନନ୍ଦନକାନନର ଖୁଆଡ଼କୁ ଆସିବେ ୫ ଓରାଙ୍ଗଉଟାନ; ପର୍ଯ୍ୟଟକଙ୍କ ପାଇଁ କ'ଣ ରହିବ କଟକଣା ?

- ଚାଲିଛି STFର ତଦନ୍ତ
ପଢନ୍ତୁ ଏହି ଖବର: ନନ୍ଦନକାନନର ଖୁଆଡ଼କୁ ଆସିବେ ୫ ଓରାଙ୍ଗଉଟାନ; ପର୍ଯ୍ୟଟକଙ୍କ ପାଇଁ କ'ଣ ରହିବ କଟକଣା ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଓଡ଼ିଶାକୁ କେଉଁଠୁ ଆସିଥିଲେ ଓରାଙ୍ଗଉଟାନ୍ ?
Related Topics
Explore more stories