Odisha Student Elections / ଆଜି କ୍ୟାମ୍ପସ୍ ମହାଲଢ଼େଇ; କଲେଜ ପାଇଁ ନୂଆ ନେତା ବାଛିବେ ଛାତ୍ରଛାତ୍ରୀ
·1 hour ago·2 min read

Key Points
ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ
ଆଜି ରାଜ୍ୟ ଛାତ୍ର ସଂସଦ ନିର୍ବାଚନ
ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ ଭୋଟିଂ
ଆଜି କଲେଜକୁ ମିଳିବ ନୂଆ ଛାତ୍ର ନେତା
ଆଜି ରାଜ୍ୟ ଛାତ୍ର ସଂସଦ ନିର୍ବାଚନ
ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ ଭୋଟିଂ
ଆଜି କଲେଜକୁ ମିଳିବ ନୂଆ ଛାତ୍ର ନେତା
ଭୁବନେଶ୍ଵର: ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତ । ରାଜ୍ୟର ୩୪୬ଟି ମହାବିଦ୍ୟାଳୟ ଓ ୧୩ଟି ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଛାତ୍ର ସଂସଦ ନିର୍ବାଚନ । କ୍ୟାମ୍ପସରେ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ । ଏହାପରେ ଅପରାହ୍ନ ୨ଟାରୁ ଆରମ୍ଭ ହେବ ଭୋଟ ଗଣତି ଏବଂ ସନ୍ଧ୍ୟା ସୁଦ୍ଧା ସାମ୍ନାକୁ ଆସିବ ନିର୍ବାଚନର ଫଳାଫଳ । ନିର୍ବାଚନ ପାଇଁ ବାଲଟ୍ ପେପର ଓ ବାକ୍ସ ପ୍ରସ୍ତୁତ ସରିଛି । ବିଜୟୀ ପ୍ରାର୍ଥୀମାନେ ଆସନ୍ତାକାଲି ଅର୍ଥାତ୍ ୧୬ ତାରିଖରେ ଶପଥ ଗ୍ରହଣ କରିବେ ।
ପଢନ୍ତୁ ଏହି ଖବର: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଅଶାନ୍ତ କ୍ୟାମ୍ପସ୍, ବାଣୀବିହାରରେ ବ୍ୟାପକ ଭଙ୍ଗାରୁଜା...କ୍ୟାମ୍ପସ୍ରେ ପୋଲିସ୍ ଛାଉଣୀ
- ଶାନ୍ତିପୂର୍ଣ୍ଣ ମତଦାନକୁ ଗୁରୁତ୍ଵ
- ସଭାପତି ପଦ ପାଇଁ ୮୬୬ ପ୍ରାର୍ଥୀ
ପଢନ୍ତୁ ଏହି ଖବର: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଅଶାନ୍ତ କ୍ୟାମ୍ପସ୍, ବାଣୀବିହାରରେ ବ୍ୟାପକ ଭଙ୍ଗାରୁଜା...କ୍ୟାମ୍ପସ୍ରେ ପୋଲିସ୍ ଛାଉଣୀ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼କଡ଼ି
Related Topics
Explore more stories