Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାଜ୍ୟରେ ଅଂଶୁଘାତ ନେଲାଣି ୩ ଜୀବନ

Odisha

ରାଜ୍ୟରେ ଅଂଶୁଘାତ ନେଲାଣି ୩ ଜୀବନ

Jitendra Dash
Browse all articles by Jitendra Dash
·1 year ago
ରାଜ୍ୟରେ ଅଂଶୁଘାତ ନେଲାଣି ୩ ଜୀବନ

ଅର୍ଗସ ବ୍ୟୁରୋ : ରାଜ୍ୟରେ ଅଂଶୁଘାତର ସାଙ୍ଘାତିକ ସ୍ଥିତି । ୨୦ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ । ଢେଙ୍କାନାଳ, ବାଲେଶ୍ବର ଓ ମୟୁରଭଞ୍ଜରେ ୩ ମୃତ୍ୟୁ ସ୍ପଷ୍ଟ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗର ସୂଚନା । ଅନ୍ୟ ୧୭ ଜଣଙ୍କ ମୃତ୍ୟୁର ତଦନ୍ତ ଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୭୮୬ ଅଂଶୁଘାତ ମାମଲା ଆସିଛି । ଗତ କିଛି ଦିନ ହେଲା ତାତି କମିଥିବାରୁ ସ୍ଥିତି ଏବେ ନିୟନ୍ତ୍ରଣରେ ଥିବା କହିଛନ୍ତି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha sunstroke case | Argus News