Odisha Weather / ବିଜୁଳି ଘଡଘଡ଼ି ସହ ବର୍ଷା ପବନ; ଆଜି ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
·1 hour ago·2 min read

Key Points
ରାଜ୍ୟକୁ ପୁଣି ଫେରୁଛି ମୌସୁମୀ !
ପ୍ରଭାବରେ ରାଜ୍ୟର ଠାଏ ଠାଏ ବର୍ଷା ରେକର୍ଡ
ଆଜି ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ପ୍ରଭାବରେ ରାଜ୍ୟର ଠାଏ ଠାଏ ବର୍ଷା ରେକର୍ଡ
ଆଜି ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ଵର: ଥାଇଲ୍ୟାଣ୍ଡ ଉପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି, ଯାହା ସମୁଦ୍ର ପତ୍ତନଠାରୁ ୯.୪ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି । ଏହାର ପ୍ରଭାବରେ ଆସନ୍ତା ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ସେପଟେ ଘୂର୍ଣ୍ଣିବଳୟ ସହ ଟ୍ରପ ଲାଇନ ପ୍ରଭାବରେ ଆଗାମୀ ଦୁଇ ଦିନ ଯାଏ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଥିବା ବେଳେ ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ ।
ପଢନ୍ତୁ ଏହି ଖବର: ପୂରା ଲାଲ ହୋଇଗଲାଣି ପୃଥିବୀ; ଆସୁନି ଶୀତ, ବଢିଲା 'ସୁପର-ଡୁପର ଏଲ୍ ନିନୋ' ବିପଦ
- ୩୦ରୁ ୪୦ କିମି ଝଟକା ପବନ ସମ୍ଭାବନା
ପଢନ୍ତୁ ଏହି ଖବର: ପୂରା ଲାଲ ହୋଇଗଲାଣି ପୃଥିବୀ; ଆସୁନି ଶୀତ, ବଢିଲା 'ସୁପର-ଡୁପର ଏଲ୍ ନିନୋ' ବିପଦ
- ୧୩ ତାରିଖ ବେଳକୁ ଲଘୁଚାପ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories