Super Duper ElNino / ପୂରା ଲାଲ ହୋଇଗଲାଣି ପୃଥିବୀ; ଆସୁନି ଶୀତ, ବଢିଲା 'ସୁପର-ଡୁପର ଏଲ୍ ନିନୋ' ବିପଦ
·55 mins ago·3 min read

Key Points
ଆଗକୁ କଣ ମାଡ଼ି ଆସିବ କି ବିପଦ ?
ପୂରା ଲାଲ ହୋଇଗଲାଣି ପୃଥିବୀ
ଏକ ତାପ ମାନଚିତ୍ର ସେୟାର କଲେ ବୈଜ୍ଞାନିକ
ପୂରା ଲାଲ ହୋଇଗଲାଣି ପୃଥିବୀ
ଏକ ତାପ ମାନଚିତ୍ର ସେୟାର କଲେ ବୈଜ୍ଞାନିକ
ନୂଆଦିଲ୍ଲୀ: ପୃଥିବୀ ଲାଲ ହେବାରେ ଲାଗିଛି । ଗରମରୁ ମିଳୁନି ମୁକ୍ତି । ଅକ୍ଟୋବରରେ ବି ଶୀତ ଗାଏବ । ଏହାର କାରଣ ହେଉଛି ଏକ ସୁପର ଡୁପର ଏଲ୍ ନିନୋ । ପୂର୍ବରୁ ବିଶ୍ଵର ଅନେକ ବୈଜ୍ଞାନିକ ଏଲ୍ ନିନୋ ବିଷୟରେ ଚେତାବନୀ ଦେଇ ଆସୁଥିଲେ, କିନ୍ତୁ ଏବେ "ସୁପର-ଡୁପର ଏଲ୍ ନିନୋ" ବିଷୟରେ ଭୟ ପ୍ରକାଶ କରିଛନ୍ତି । ପ୍ରଶାନ୍ତ ମହାସାଗରରୁ ଅଧିକ ପରିମାଣରେ ଗରମ ବାୟୁ ବାହାରୁଥିବାରୁ ପୃଥିବୀର ଏକ ବଡ଼ ଅଂଶ "ଅସାଧାରଣ" ଭାବରେ ଉଷ୍ମ ହେବାରେ ଲାଗିଛି ।
'ସୁପର ଏଲ୍ ନିନୋ'ର ଏହି ଚେତାବନୀ ଏପରି ଏକ ସମୟରେ ଆସିଛି, ଯେତେବେଳେ ଜାତିସଂଘ ଏଜେନ୍ସି ବିଶ୍ୱ ପାଣିପାଗ ସଂଗଠନ (WMO) କହିଥିଲା ଯେ ଏହି ବର୍ଷ ୧୯୫୦ ପରଠାରୁ ସବୁଠାରୁ ଶକ୍ତିଶାଳୀ 'ଏଲ୍ ନିନୋ' ମଧ୍ୟରୁ ଗୋଟିଏ ହୋଇପାରେ । ଏବେ ଏଲନିନୋ ଭିତରେ ଏହି ସୁପର ଡୁପର୍ ଏଲନିନୋ ସମସ୍ତଙ୍କର ଚିନ୍ତା ବଢାଇଛି ।
ସେପଟେ ଆଉ ଜଣେ ଜଳବାୟୁ ବୈଜ୍ଞାନିକ ଜେକ୍ ହାଉସଫାଦର ପୋଷ୍ଟ କରିଛନ୍ତି, "ଏହି ବର୍ଷର ଏଲ୍ ନିନୋ ଏପରି ସ୍ତରରେ ପହଞ୍ଚିଛି ଯାହା ପୂର୍ବରୁ କେବେ ଦେଖାଯାଇନଥିଲା । ସମୁଦ୍ରର ତାପମାତ୍ରା ସ୍ୱାଭାବିକ ଠାରୁ ୩.୪ ଡିଗ୍ରୀ ଅଧିକ ଥିଲା, ଯାହା ଏପର୍ଯ୍ୟନ୍ତ ଇତିହାସରେ ସର୍ବାଧିକ । ପାଣିପାଗ ବିଜ୍ଞାନୀ ଲିଓନ ସାଇମନ୍ସ ଏହି ପାଣିପାଗ ଘଟଣାଟିକୁ 'ସୁପର-ଡୁପର ଏଲ ନିନୋ' ବୋଲି ବର୍ଣ୍ଣନା କରିଛନ୍ତି ।
ପଢନ୍ତୁ ଏହି ଖବର: ଓଡ଼ିଶାରେ ଆଉ ଏକ ଲଘୁଚାପ! ପାର୍ବଣକୁ ପାଣିଚିଆ କରିପାରେ ବର୍ଷା

- ପୂରା ଲାଲ ଦିଶୁଛି ପୃଥିବୀ
BREAKING: New maps show Earth almost entirely in the red 🔴 El Niño continues at "maximum power" into the winter with planetary heating dialed up everywhere EXCEPT the United States. Colder than normal in February --> massive "snow dumps" and sloppy ice storms. Wow! https://t.co/48xIK1N8FP
— Ryan Maue (@RyanWeather) October 5, 2026
ସେପଟେ ଆଉ ଜଣେ ଜଳବାୟୁ ବୈଜ୍ଞାନିକ ଜେକ୍ ହାଉସଫାଦର ପୋଷ୍ଟ କରିଛନ୍ତି, "ଏହି ବର୍ଷର ଏଲ୍ ନିନୋ ଏପରି ସ୍ତରରେ ପହଞ୍ଚିଛି ଯାହା ପୂର୍ବରୁ କେବେ ଦେଖାଯାଇନଥିଲା । ସମୁଦ୍ରର ତାପମାତ୍ରା ସ୍ୱାଭାବିକ ଠାରୁ ୩.୪ ଡିଗ୍ରୀ ଅଧିକ ଥିଲା, ଯାହା ଏପର୍ଯ୍ୟନ୍ତ ଇତିହାସରେ ସର୍ବାଧିକ । ପାଣିପାଗ ବିଜ୍ଞାନୀ ଲିଓନ ସାଇମନ୍ସ ଏହି ପାଣିପାଗ ଘଟଣାଟିକୁ 'ସୁପର-ଡୁପର ଏଲ ନିନୋ' ବୋଲି ବର୍ଣ୍ଣନା କରିଛନ୍ତି ।
ପଢନ୍ତୁ ଏହି ଖବର: ଓଡ଼ିଶାରେ ଆଉ ଏକ ଲଘୁଚାପ! ପାର୍ବଣକୁ ପାଣିଚିଆ କରିପାରେ ବର୍ଷା
- ବିଶ୍ଵ ପାଣିପାଗ ସଂଗଠନର ଆକଳନ କଣ?
- ସୁପର-ଡୁପର ଏଲନିନୋର ଅର୍ଥ କଣ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories