Heavy Rain Alert / ପ୍ରବଳ ବର୍ଷା ସହ ୫୦ କିମି ବେଗରେ ଝଟକା ପବନ, ସତର୍କ ରହିବାକୁ ପରାମର୍ଶ
·48 mins ago·2 min read

Key Points
ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ଜାରି
୧ ତାରିଖ ଯାଏଁ ବର୍ଷାରୁ ନାହିଁ ନିସ୍ତାର
ବରଗଡ଼କୁ ୨୪ ଘଣ୍ଟା ପାଇଁ ରେଡ୍ ଆଲର୍ଟ
୧ ତାରିଖ ଯାଏଁ ବର୍ଷାରୁ ନାହିଁ ନିସ୍ତାର
ବରଗଡ଼କୁ ୨୪ ଘଣ୍ଟା ପାଇଁ ରେଡ୍ ଆଲର୍ଟ
ଭୁବନେଶ୍ଵର: ସକ୍ରିୟ ରହିଛି ସଦୃଶ ଲଘୁଚାପ । ଏହାର ପ୍ରଭାବରେ ଓଡ଼ିଶାରେ ଜାରି ରହିଛି ବର୍ଷା । ଆସନ୍ତା ୧ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ପାଇଁ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ସାରା ରାଜ୍ୟରେ ୨ ଦିନ ଯାଏ ଝଡ଼ବର୍ଷା ସହ ଅତ୍ୟନ୍ତ, ଅତି ପ୍ରବଳ ଓ ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ ।
ପଢନ୍ତୁ ଏହି ଖବର: ବନ୍ୟା ବେଳେ କୈଳାସ ମାନସରୋବର ତୀର୍ଥଯାତ୍ରୀଙ୍କ ସମେତ ୪୯ ଭାରତୀୟ ନିଖୋଜ
- ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷିବ
- ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ପଢନ୍ତୁ ଏହି ଖବର: ବନ୍ୟା ବେଳେ କୈଳାସ ମାନସରୋବର ତୀର୍ଥଯାତ୍ରୀଙ୍କ ସମେତ ୪୯ ଭାରତୀୟ ନିଖୋଜ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ସମୁଦ୍ର ଭିତରକୁ ଯିବା ମନା
Related Topics
Explore more stories