Tibet Nepal Flood 2026 / ବନ୍ୟା ବେଳେ କୈଳାସ ମାନସରୋବର ତୀର୍ଥଯାତ୍ରୀଙ୍କ ସମେତ ୪୯ ଭାରତୀୟ ନିଖୋଜ
·1 hour ago·2 min read

Key Points
ଭାରତ-ଚୀନ ମଧ୍ୟରେ ସମ୍ପର୍କ ସୁଧୁରିବା ପରେ ପୁନର୍ବାର ଆରମ୍ଭ ହୋଇଥିଲା କୈଳାସ ମାନସରୋବର ଯାତ୍ରା। ପ୍ରତିବର୍ଷ ଭାରତୀୟ ଯାତ୍ରୀ କୈଳାସ ମାନସରୋବର ଯାତ୍ରା କରୁଛନ୍ତି।
Tibet Nepal flood latest update: ନେପାଳର ଭୋଟେକୋଶି ନଦୀରେ ଆସିଥିବା ବନ୍ୟା ଆସିବା ଫଳରେ ଛାରଖାର ହୋଇଛି ସମଗ୍ର ଦେଶ। ଏହି ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବାର ଖବର ଆସିଛି। ଏହି ବନ୍ୟା ଚୀନ୍ ଅଧିକୃତ ତିବ୍ଦତରୁ ଆସୁଥିବା ପାଣି ଯୋଗୁଁ ହୋଇଥିଲା। ବନ୍ୟା ପାଣି ମାଡ଼ି ଆସିବା କାରଣରୁ ତିବ୍ଦତ ମଧ୍ୟ ପ୍ରଭାବିତ ହୋଇଛି। ଏପର୍ଯ୍ୟନ୍ତ ଚୀନ୍ ବନ୍ୟା ସମ୍ପର୍କରେ କୌଣସି ଅଧିକ ସୂଚନା ପ୍ରଦାନ କରିନଥିଲା। ହେଲେ ରବିବାର (୩୦ ଅଗଷ୍ଟ) ଚୀନ୍ କହିଛି ଯେ ମୋଟ ୨୬୧ ଜଣ ବିଦେଶୀ ନାଗରିକ ନିଖୋଜ ଅଛନ୍ତି।
ନିଖୋଜ ହୋଇଥିବା ଲୋକଙ୍କ ମଧ୍ୟରେ ୪୯ ଜଣ ଭାରତୀୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ତିବ୍ଦତର ପ୍ରସିଦ୍ଧ ହିନ୍ଦୁ ତୀର୍ଥସ୍ଥଳ କୈଳାସ ମାନସରୋବର ତୀର୍ଥଯାତ୍ରାରେ ସାମିଲ ହୋଇଥିଲେ। ବନ୍ୟା ସମୟରେ ସେମାନେ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲେ। ସେମାନଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ଖବର ମିଳିନାହିଁ। ନିଖୋଜଙ୍କ ମଧ୍ୟରେ ୧୮ ଜଣ ଆମେରିକୀୟ ନାଗରିକ ମଧ୍ୟ ଅଛନ୍ତି। ରଏଟର୍ସ ରିପୋର୍ଟ ଅନୁଯାୟୀ, ବନ୍ୟା ଆସିବା ସମୟରେ ପ୍ରଭାବିତ ଲୋକ ନେପାଳ ସୀମାରେ ଅବସ୍ଥିତ ତିବ୍ଦତ ସ୍ଥିତ ଗ୍ୟୋରୋଙ୍ଗ ପୋର୍ଟ ଠାରେ ଥିଲେ। ସେବେଠାରୁ ସେମାନେ ନିଖୋଜ ଅଛନ୍ତି। ଭାରତୀୟ ନାଗରିକ ଗ୍ୟୋରୋଙ୍ଗ ପୋର୍ଟ ଠାରୁ ତିବ୍ଦତ ସୀମା ପାର କରି ନେପାଳ ଏବଂ ଏହା ପରେ ଭାରତ ଆସିଥାନ୍ତେ।
ଏହା ସହ ପଢନ୍ତୁ: ପ୍ରଳୟଙ୍କାରୀ ବନ୍ୟାରେ ଛାରଖାର ନେପାଳ; ସନ୍ଦେହ ଘେରରେ ଚତୁର ଚୀନ୍
ଏହି ସମୟରେ ସେମାନେ ବନ୍ୟାର ଶିକାର ହୋଇଥିଲେ। ଗତ ୨୬ ତାରିଖରେ ଘଟିଥିବା ଘଟଣାର ଶିକାର ହୋଇଥିବା ଲୋକଙ୍କ ମଧ୍ୟରେ ଭାରତୀୟଙ୍କ ସମେତ ୨୩ ଦେଶର ପ୍ରାୟ ୨୬୧ ଜଣ ନାଗରିକ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୦୪ ଜଣ ନେପାଳ ଏବଂ ୪୯ ଜଣ ଭାରତୀୟ ନାଗରିକ ରହିଥିଲେ। ଏହା ବ୍ୟତୀତ, ୩୩ ଜଣ ନାଗରିକ ଲାଟଭିଆର ଥିଲେ, ଯେତେବେଳେ ୧୮ ଜଣ ଆମେରିକୀୟ ନାଗରିକ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୫ ଜଣ ବ୍ରିଟେନ୍ ଏବଂ ୬ ଜଣ କାନାଡା ନାଗରିକ ରହିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ବ୍ୟତୀତ ୬ ଜଣ ଅଷ୍ଟ୍ରେଲୀୟ ନାଗରିକ ମଧ୍ୟ ନିଖୋଜ ଅଛନ୍ତି। ସେହିପରି ମାଲେସିଆ, ଦକ୍ଷିଣ ଆଫ୍ରିକା, ଜର୍ମାନୀ, ଋଷିଆ, ଆୟର୍ଲାଣ୍ଡ, ଫ୍ରାନ୍ସ, ନେଦରଲ୍ୟାଣ୍ଡ, ନ୍ୟୁଜିଲାଣ୍ଡ, ଫିନଲ୍ୟାଣ୍ଡ, ସ୍ପେନ୍ ଏବଂ ହଙ୍ଗେରୀ ଆଦି ଦେଶର ନାଗରିକ ମଧ୍ୟ ନିଖୋଜ ଅଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଭାରତ-ଚୀନ ମଧ୍ୟରେ ସମ୍ପର୍କ ସୁଧୁରିବା ପରେ କୈଳାସ ମାନସରୋବର ଯାତ୍ରା ପୁନର୍ବାର ଆରମ୍ଭ ହୋଇଛି। ପ୍ରତିବର୍ଷ ଭାରତୀୟ ଯାତ୍ରୀ କୈଳାସ ମାନସରୋବର ଯାତ୍ରା କରୁଛନ୍ତି।
ଏହା ସହ ପଢନ୍ତୁ: ୪୫ ମିନିଟ୍ ବିଳମ୍ବରେ ମିଳିଲା ବନ୍ୟା ଚେତାବନୀ; ଚୀନ୍ ର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ
ନେପାଳ-ତିବ୍ଦତ ସୀମା ନିକଟରୁ ଗୋଟିଏ ରାସ୍ତା ମଧ୍ୟ ଯାଇଥାଏ। କୈଳାସ ମାନସରୋବର ଯାତ୍ରାରୁ ଫେରିବା ସମୟରେ ଏହି ଲୋକମାନେ ତିବ୍ଦତ-ନେପାଳ ସୀମାରେ ଥିବା "ଇମିଗ୍ରେସନ ବିଲ୍ଡି" (Immigration Building) ଠାରେ ରହୁଥିଲେ ବୋଲି ସୂଚନା ମିଳିଛି। ସେହି ସମୟରେ, ଭୟଙ୍କର ବନ୍ୟା ଆସିye ପରେ ସେମାନେ ଏହାର ଶୀକାର ହୋଇଥିଲେ। ଏପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କରେ କୌଣସି ଖୋଜ ଖବର ମିଳିନାହିଁ।

Related Topics
Explore more stories
49 Indians missing in Nepal Tibet floods49 Indians missing Kailash Yatra newsNepal Tibet border floods rescue operationIndian pilgrims stranded near Nepal Tibet borderKailash Mansarovar Yatra emergencyHimalayan flash flood safetyIndia Nepal disaster responseNepal floods missing pilgrims todayNepal Tibet border flood updatesNepal disaster live updates