Odisha Weather / ଓଡ଼ିଶାରେ ପୁଣି ବଦଳିବ ପାଗର ମିଜାଜ୍; ଆସୁଛି ବର୍ଷା, ଆଗକୁ ବଢିବ ଶୀତ
·2 hours ago·2 min read

Key Points
ଓଡ଼ିଶାରେ ପୁଣି ବଦଳିବ ପାଗ
ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା
କେଉଁ ଜିଲ୍ଲାରେ କେମିତି ରହିବ ପାଗ ?
ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା
କେଉଁ ଜିଲ୍ଲାରେ କେମିତି ରହିବ ପାଗ ?
ଭୁବନେଶ୍ଵର: ଓଡ଼ିଶାରେ ପୁଣି ବଦଳିବ ପାଣିପାଗ । ଆସନ୍ତା ୩ ଦିନ ବର୍ଷା ସମ୍ଭାବନା । ବର୍ତ୍ତମାନ ରାଜ୍ୟରେ ଶୁଖିଲା ପାଗ ରହିଥିବା ବେଳେ ଆସନ୍ତା ୩ ଦିନ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ସୂଚନା ଦିଆଯାଇଛି । ଏହାସହିତ କିଛି ଜିଲ୍ଲାରେ ଶୀତ ମଧ୍ୟ ଅନୁଭୂତ ହେବ । ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି । ଫଳରେ ବଢିବ ଶୀତ ।
ପଢନ୍ତୁ ଏହି ଖବର: ବନ୍ୟାକୁ ୧୦ ଦିନ ବିତିଥିଲେ ବି ସୁଧୁରୁନି ସ୍ଥିତି; ୪୯୮ଟି ସ୍କୁଲ ଏବେ ଅସୁରକ୍ଷିତ
- ଆସନ୍ତା ୩ଦିନ ବର୍ଷା
- ନଭେମ୍ବର ୧୩ରୁ ପାଗ ଶୁଖିଲା
ପଢନ୍ତୁ ଏହି ଖବର: ବନ୍ୟାକୁ ୧୦ ଦିନ ବିତିଥିଲେ ବି ସୁଧୁରୁନି ସ୍ଥିତି; ୪୯୮ଟି ସ୍କୁଲ ଏବେ ଅସୁରକ୍ଷିତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ରାଉରକେଲାରେ ଘନ କୁହୁଡ଼ି
Related Topics
Explore more stories