Videos
|
Odisha

ନବୀନ ନିବାସରେ ପହଞ୍ଚୁଛନ୍ତି ଜଣଙ୍କ ପରେ ଜଣେ ବରିଷ୍ଠ ନେତା

Jitendra Dash
Browse all articles by Jitendra Dash
·2 years ago
ନବୀନ ନିବାସରେ ପହଞ୍ଚୁଛନ୍ତି ଜଣଙ୍କ ପରେ ଜଣେ ବରିଷ୍ଠ ନେତା

ଅର୍ଗସ ବ୍ୟୁରୋ : ନବୀନ ନିବାସ ଆଗର ବିଜେଡି ନେତାଙ୍କ ଭିଡ଼ । ନବୀନ ନିବାସରେ ବୈଠକ । ଆଉ କିଛି ସମୟ ପରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ନବୀନ ନିବାସ ପହଞ୍ଚୁଛନ୍ତି ବରିଷ୍ଠ ନେତା । ବୈଠକ ପାଇଁ ଜଣେ ପରେ ଜଣେ ନେତା ଆସି ପହଞ୍ଚୁଛନ୍ତି । ନବୀନ ନିବାସରେ ପ୍ରଣବ ପ୍ରକାଶ ଦାସ, ସମ୍ବିତ ରାଉତରାୟ, ସ୍ନେହାଙ୍ଗିନୀ ଛୁରିଆ, ପ୍ରସନ୍ନ ଆଚାର୍ଯ୍ୟ. ପ୍ରତାପ ଦେବ, ପ୍ରଣବ ବଳବନ୍ତରାୟ, ସସ୍ମିତ ପାତ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରୀତିରଞ୍ଜନ ଘଡେଇ, ଅରୁଣ ସାହୁ, ପ୍ରଶାନ୍ତ ମୁଦୁଲି, ଅଶୋକ ପଣ୍ଡା ପ୍ରମୁଖ ନେତା ଧିରେ ଧିରେ ଆସି ପହଞ୍ଚୁଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
One senior leader after another is reaching Naveen's residence | Argus News