Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସାଇବର କ୍ରାଇମକୁ ନେଇ ହାଇକୋର୍ଟ ଖପ୍ପା, କ୍ରାଇମବ୍ରାଞ୍ଚ ଡିଜିଙ୍କୁ କଲେ ରିପୋର୍ଟ ତଲବ

Odisha

ସାଇବର କ୍ରାଇମକୁ ନେଇ ହାଇକୋର୍ଟ ଖପ୍ପା, କ୍ରାଇମବ୍ରାଞ୍ଚ ଡିଜିଙ୍କୁ କଲେ ରିପୋର୍ଟ ତଲବ

Jitendra Dash
Browse all articles by Jitendra Dash
·2 years ago
ସାଇବର କ୍ରାଇମକୁ ନେଇ ହାଇକୋର୍ଟ ଖପ୍ପା, କ୍ରାଇମବ୍ରାଞ୍ଚ ଡିଜିଙ୍କୁ କଲେ ରିପୋର୍ଟ ତଲବ

ଅର୍ଗସ ବ୍ୟୁରୋ : ରାଜ୍ୟରେ ବଢୁଥିବା ସାଇବର କ୍ରାଇମକୁ ନେଇ ହାଇକୋର୍ଟ ଖପ୍ପା। ସାଇବର କ୍ରାଇମକୁ ମୁକାବିଲା କରିବାକୁ ତ୍ୱରିତ ପଦକ୍ଷେପ ସମ୍ପର୍କରେ କ୍ରାଇମ୍ ବ୍ରାଞ୍ଚ ଡିଜିଙ୍କୁ ହାଇକୋର୍ଟ ରିପୋର୍ଟ ତଲବ କରିଛନ୍ତି । ଅନଲାଇନ ପେମେଣ୍ଟ ଆପରେ ଏକ ଠକେଇ ମାମଲାକୁ ନେଇ ଦାଖଲ ଆବେଦନର ଶୁଣାଣି କରି ହାଇକୋର୍ଟ କ୍ରାଇମ ବ୍ରାଞ୍ଚ ଡିଜିଙ୍କୁ ଏହି ରିପୋର୍ଟ ତଲବ କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାଜ୍ୟରେ ବୃଦ୍ଧି ପାଉଥିବା ସାଇବର କ୍ରାଇମ ରୋକିବା ଦିଗରେ ପୋଲିସର ପଦକ୍ଷେପ ଯଥେଷ୍ଟ ନୁହଁ ବୋଲି ଟିପ୍ପଣୀ ଦେଇଛନ୍ତି ହାଇକୋର୍ଟ । ଦାଖଲ ମାମଲାର ତଦନ୍ତର ଅଗ୍ରଗତି, ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ତଦନ୍ତକାରୀ ଅଧିକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରୀ ୨୯ରେ ମାମଲାର ପରବର୍ତୀ ଶୁଣାଣି ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Orissa HC raps Odisha Crime Branch over 'discouraging' probe in cyber crimes, seeks report | Argus News