Jitendra Haripal / ବେଦୀରେ ବାଜିଲା ରଙ୍ଗବତୀ; ବିଦେଶୀ ଜ୍ୱାଇଁ କଲେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ
·3 months ago·2 min read

Key Points
ଆମେରିକୀୟ ବରକୁ ସମ୍ବଲପୁରୀ କନିଆ
ବିଦେଶୀ ଜ୍ୱାଇଁ କଲେ ପଦ୍ମଶ୍ରୀ ଜିତେନ୍ଦ୍ରଙ୍କ ପରିବାର
ରଙ୍ଗବତୀ ଗାୟକ ଜିତେନ୍ଦ୍ରୀୟ ହରିପାଲଙ୍କ ନାତୁଣୀ କରିଛନ୍ତି ବିବାହ
ବିଦେଶୀ ଜ୍ୱାଇଁ କଲେ ପଦ୍ମଶ୍ରୀ ଜିତେନ୍ଦ୍ରଙ୍କ ପରିବାର
ରଙ୍ଗବତୀ ଗାୟକ ଜିତେନ୍ଦ୍ରୀୟ ହରିପାଲଙ୍କ ନାତୁଣୀ କରିଛନ୍ତି ବିବାହ
ରଙ୍ଗବତୀ ଗୀତ ସାଙ୍ଗକୁ ବେଦୀରେ ମନ୍ତ୍ରପାଠ । ପୁରା ବିବାହ ମାହୋଲକୁ କରିଥିଲା ନିଆରା । କାରଣ ସେ ଆଉ କେହି ନୁହେଁ ବିବାହ ବନ୍ଧନରେ ବାନ୍ଧି ହେଉଥିଲେ ପ୍ରସିଦ୍ଧ ରଙ୍ଗବତୀ ଗୀତ ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କ ନାତୁଣୀ ପାୟଲ ହରିପାଲ । ଆମେରିକାରର ନିୟୁ ଜର୍ଶି ସହରର କାଏଲ ଜନ ଫିଗୋଲାଙ୍କୁ ବିବାହ କରିଛନ୍ତି ପାଏଲ । ବିଦେଶୀ ଜ୍ଵାଇଁଙ୍କୁ ଘରକୁ ଆଣିଛନ୍ତି ଜିତେନ୍ଦ୍ରଙ୍କ ପରିବାର । ଏହି ବିବାହକୁ ନେଇ ଏବେ ସମ୍ବଲପୁରରେ ବେଶ ଚର୍ଚ୍ଚା ହେଉଛି ।
ଉଭୟ ପ୍ରଥମେ କୋର୍ଟରେ ମେ ୮ ତାରିଖ ବିବାହ କରିବା ପରେ ମେ ୧୩ ତାରିଖ ବେଦୀରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଛନ୍ତି । ତେଵେ ପାଏଲ ହରିପାଲ କାଏଲ ଜନ ଫିଗୋଲାଙ୍କ ବାପା ମାର୍ଗ ଫିଗୋଲାଙ୍କ ଠାରୁ ଗିଟାର ଶିକ୍ଷା ଗ୍ରହଣ କରୁଥିଲେ । ଏହି ଶିକ୍ଷା ସମୟରେ କାଏଲ ଓ ପାଏଲ ପରସ୍ପରକୁ ଭେଟିଥିଲେ । ପାଏଲଙ୍କ କହିବାନୁଯାୟୀ, କାଏଲଙ୍କ ପିତାଙ୍କ ଦ୍ଵାରା ହିଁ ସେ ସ୍ଵାମୀଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ । ଧିରେ ଧିରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗ ଢିଉଠିଥିଲା । ଉଭୟ ନିଜ ପରିବାରକୁ ଜଣାଇବାରୁ ସହମତି ପରେ ବିବାହ କରିଛନ୍ତି । କାଏଲ ଫିଗୋଲା ଆମେରିକାରରେ ଓ୍ବେବ ଡେଭଲମେଣ୍ଟ କାମ କରନ୍ତି ।

- ପଖାଳ ଓ ସରସତିଆକୁ କଲେ ପ୍ରଶଂସା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ନିଜ ବଡ଼ ପୁଅ ବାହାଘରକୁ ଯିବେନି ଟ୍ରମ୍ପ; ଖୋଲି କହିଦେଲେ କାରଣ

- ରଙ୍ଗବତୀ ଗୀତ ଗାଇଲେ କାଏଲ
Related Topics
Explore more stories