ପାଣ୍ଡିଆନଙ୍କ ସୁରକ୍ଷା କର୍ମୀଙ୍କ ଗାଡ଼ି ଧକ୍କା, ଜଣେ ମୃତ
·2 years ago

ଅର୍ଗସ ବ୍ୟୁରୋ : ପାଣ୍ଡିଆନଙ୍କ ସୁରକ୍ଷା କର୍ମୀଙ୍କ ଗାଡ଼ି ଧକ୍କା ହୋଇଥିଲା । ଗାଡ଼ି ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ଗଜପତି ଜିଲ୍ଲା ରାମଗିରି ଉଦୟଗିରିରେ ଆଜି ଅପରାହ୍ଣରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତ ବ୍ୟକ୍ତି ହେଲେ ସରସ ଆନନ୍ଦ (୫୫) ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସୂଚନା ଅନୁସାରେ ୫ଟି ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଆଜି ପାରଳାଖେମୁଣ୍ଡି ଠାରେ ଆୟୋଜିତ ‘ନୂଆ-ଓ’ ଏବଂ ରାମଗିରିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଗଜପତି ଗସ୍ତ କରିଥିଲେ। ଶ୍ରୀ ପାଣ୍ଡିଆନଙ୍କ ହେଲିକପ୍ଟର ଦେଖିବା ପାଇଁ ସରସ ଆନ୍ଦ ରାମଗିରି ଯାଇଥିଲେ। କାର୍ଯ୍ୟକ୍ରମ ପରେ ପାଣ୍ଡିଆନ୍ ଫେରିଯାଇଥିଲେ। ସୁରକ୍ଷା ଗାଡିଗୁଡ଼ିକ ମଧ୍ୟ ନିଜନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଥିଲା। ତେବେ ସୁରକ୍ଷା ଗାଡ଼ି ଫେରିବା ସମୟରେ ପରିସଲ ଠାରେ ଏକ ଦୁର୍ଘଟଣା ଘଟିଥିଲା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: