Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମଧ୍ୟପ୍ରଦେଶର ସଞ୍ଜୟ ଡୁବ୍ରି ଟାଇଗର ରିଜର୍ଭରୁ ଆସିଥିବା କହିଲେ ପିସିସିଏଫ୍

Jitendra Dash
Browse all articles by Jitendra Dash
·2 years ago
ମଧ୍ୟପ୍ରଦେଶର ସଞ୍ଜୟ ଡୁବ୍ରି ଟାଇଗର ରିଜର୍ଭରୁ ଆସିଥିବା କହିଲେ ପିସିସିଏଫ୍

ଅର୍ଗସ ବ୍ୟୁରୋ : ଓଡ଼ିଶା ଜଙ୍ଗଲରେ ଦେଖାଦେଲା ମହାବଳ ବାଘ । ଜଙ୍ଗଲ ବିଭାଗ ଟ୍ରାପ କ୍ୟାମେରାରେ ଧରାପଡିଲା ମହାବଳ । ୨୦ବର୍ଷ ପରେ ସୁନ୍ଦରଗଡ ଜଙ୍ଗଲରେ ରୟାଲ ବେଙ୍ଗଲ ଟାଇଗର ଆସିଥିବା ସ୍ବୀକାର କଲା ଏନଟିସିଏ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ମଧ୍ୟପ୍ରଦେଶର ସଞ୍ଜୟ ଡୁବ୍ରି ଟାଇଗର ରିଜର୍ଭରୁ ଆସିଥିବା କହିଲେ ପିସିସିଏଫ୍ । ନିଜର ସ୍ବତନ୍ତ୍ର ଇଲାକା ପ୍ରସ୍ତୁତ ପାଇଁ ମଧ୍ୟପ୍ରଦେଶରୁ ଶହଶହ କିଲୋମିଟର ଅତିକ୍ରମ କରି, ସୁନ୍ଦରଗଡ ଜଙ୍ଗଲକୁ ଆସିଥିବା Xରେ କହିଲେ ପିସିସିଏଫ୍ ସୁଶାନ୍ତ ନନ୍ଦ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PCCF from Madhya Pradesh's Sanjay Dhubri Tiger Reserve said | Argus News