Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା : ୧୨ଜଣ ଯାତ୍ରୀ ଆହତ

Odisha

ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା : ୧୨ଜଣ ଯାତ୍ରୀ ଆହତ

Swayangprajna Mishra
Browse all articles by Swayangprajna Mishra
·2 years ago
ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା : ୧୨ଜଣ ଯାତ୍ରୀ ଆହତ

ଅର୍ଗସ ବ୍ୟୁରୋ : କଲିକତା ବାଙ୍କୁଡ ଅଭିମୁଖି ଯାଉଥିବା ତୀର୍ଥ ଯାତ୍ରୀ ବସ୍ ବାଲେଶ୍ବର ନିଧିପଣ୍ଡା ଛକ ନିକଟରେ ଦୁର୍ଘଟଣାଗ୍ରସ୍ଥ, ଦୁର୍ଘଟଣାରେ ୧୨ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୮ଗୁରତର ଅବସ୍ଥାରେ ମେଡିକାଲରେ ଭର୍ତ୍ତ ହୋଇଛନ୍ତି।

ଅଧିକ ପଢନ୍ତୁ ଓଡିଶା ଖବର

ଛିଡା ହୋଇଥିବା ହାଇଓ୍ବା ପଛପଟୁ ଧକ୍କା ଦେଇଥିଲା ବସ୍। ସମସ୍ତ ଗୁରୁତର ଓ ଆହତ ବାଲେଶ୍ବର ଜିଲ୍ଲା ମେଡିକାଲରେ ଭର୍ତ୍ତି କରି କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pilgrim bus accident: 12 passengers injured | Argus News