Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ଭିଡ଼ିଓ

Jitendra Dash
Browse all articles by Jitendra Dash
·2 years ago
ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ଭିଡ଼ିଓ

ଅର୍ଗସ ବ୍ୟୁରୋ : ଟାଙ୍ଗିଆ ନେଇ ଏଟିଏମ ଲୁଟିବାକୁ ଆସିଥିଲା । ହେଲେ ଲୁଟ୍ ଉଦ୍ୟମ କଲାବେଳେ ସାଇରନ ବାଜିବାରୁ ଦୌଡି ପଳେଇଲା ଲୁଟେରା । ଏଭଳି ଏକ ଘଟଣାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଟଣାଟି ପିପିଲିର ଭାରତିପୁରରେ ବୋଲି କୁହାଯାଉଛି । ପ୍ରକୃତରେ ଲୁଟେରା ଜଣଙ୍କ କିଏ ? ଟାଙ୍ଗିଆ ଆଣି ସେ କାହିଁକି ଆସିଥିଲା ? ସେ ନେଇ ପୋଲିସ ଛାନଭିନ ଆରମ୍ଭ କରିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pipili ATM loot Case | Argus News