Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପାଞ୍ଚ ମାସର ଶିଶୁ ପୁତ୍ରର ମୃତ୍ୟୁ ପରେ ମେଡ଼ିକାଲରେ ହଙ୍ଗାମା

Odisha

ପାଞ୍ଚ ମାସର ଶିଶୁ ପୁତ୍ରର ମୃତ୍ୟୁ ପରେ ମେଡ଼ିକାଲରେ ହଙ୍ଗାମା

Jitendra Dash
Browse all articles by Jitendra Dash
·2 years ago
ପାଞ୍ଚ ମାସର ଶିଶୁ ପୁତ୍ରର ମୃତ୍ୟୁ ପରେ ମେଡ଼ିକାଲରେ ହଙ୍ଗାମା

ଅର୍ଗସ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ବୁଗୁଡା ସହରର ନେଳିଆବନ୍ଧ ସାହିର ଗୋଟିଏ ପାଞ୍ଚ ମାସର ଶିଶୁ ପୁତ୍ରର ଅଚାନକ ମୃତ୍ୟୁ ହୋଇଛି । ମୃତ୍ୟୁ ବରଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ବୁଧବାର ସକାଳେ ବୁଗୁଡା ମେଡିକାଲକୁ ଆସି ଟିକା ଗ୍ରହଣ କରି ଘରକୁ ଯାଇଥିଲେ ପରିବାର । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ତେବେ ରାତିରେ ଅଚାନକ ଶିଶୁ ଟିର ମୃତ୍ୟୁ ବରଣ ହୋଇଥିବା ବେଳେ ଭୂଲ ଟୀକା ପ୍ରଦାନ ହେତୁ ମୃତ୍ୟୁ ବରଣ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏହାକୁ ନେଇ ବିଳମ୍ବିତ ରାତିରେ ମୃତ ଶିଶୁର ପରିବାର ଲୋକେ ରୁଣ୍ଡ ହୋଇ ଉତ୍ତେଜନା ପ୍ରକାଶ ପାଇଥିଲା । ବୁଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Polasara Child Death case | Argus News