Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୮ କ୍ୱିଣ୍ଟାଲ ୩୫ କେଜି ମହୁଲ ଫୁଲ ସହ ଜଣକୁ ଗିରଫ କଲା ପୋଲିସ

Odisha

୮ କ୍ୱିଣ୍ଟାଲ ୩୫ କେଜି ମହୁଲ ଫୁଲ ସହ ଜଣକୁ ଗିରଫ କଲା ପୋଲିସ

Jitendra Dash
Browse all articles by Jitendra Dash
·2 years ago·1 min read
୮ କ୍ୱିଣ୍ଟାଲ ୩୫ କେଜି ମହୁଲ ଫୁଲ ସହ ଜଣକୁ ଗିରଫ କଲା ପୋଲିସ

ଅର୍ଗସ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅବକାରୀ ବିଭାଗକୁ ବଡ ସଫଳତା । ୮ କ୍ୱିଣ୍ଟାଲ ୩୫ କେଜି ମହୁଲ ଫୁଲ ଜବତ କରି ଜଣକୁ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ଅଭିଯୁକ୍ତ ଜଣକ ହେଲେ ତୁରେକେଲା ବ୍ଲକ ଝରଣୀ ପଞ୍ଚାୟତ ତେନ୍ତୁଳୀଖୁଣ୍ଟି  ଗାଁର ନବୀନ ପୁଟା ।

ସୂଚନା ଅନୁସାରେ, ଏକ ଚାରିଚକିଆ ଟାଟା ଏସି ଗାଡ଼ିରେ ମହୁଲ ନେଇକି ବେଆଇନ ବିକ୍ରୟ ପାଇଁ ଅନ୍ୟତ୍ର ନେଉଥୁବାର ଖବର ପାଇଥିଲା ଅବକାରୀ ବିଭାଗ । ଅବକାରୀ ବିଭାଗର ଅଧିକାରୀ ପ୍ରବୀଣ ସାହୁଙ୍କ ତତ୍ୱାବଧାନ ରେ ଚଢ଼ାଉ କରିଥିଲା ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତୁରେକେଲା - ଲାଠୋର ଯିବା ରାସ୍ତା ତୁରେକେଲା କଲେଜ ପାଖରେ ସକାଳ ୭ ଟା ସମୟରେ ଧରାପଡ଼ିଥିବା ସୂଚନା ଦେଇଛନ୍ତି । ଚାଳକ ଜଣକ ନିଜେ ହିଁ ଗାଡି ମାଲିକ ବୋଲି ଜଣାପଡିଛି । ଜବତ ମହୁଲ ମୂଲ୍ୟ ଆନୁମାନିକ ୪୦ ହଜାରରୁ ଉର୍ଦ୍ଧ୍ବ ହୋଇପାରେ ବୋଲି ଜଣାପଡିଛି ।

Sponsored
Police arrested a person with 8 quintals of 35 kg mohula flowers | Argus News