ନାବାଳିକାଙ୍କୁ ଗଣଦୁଷ୍କର୍ମ, ୮ ଜଣଙ୍କୁ ଅଟକ ରଖିଛି ପୋଲିସ
·2 years ago

ବ୍ରହ୍ମପୁର : ଏକ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲର ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ୮ ଯୁବକଙ୍କୁ ଅଟକ ରଖିଛି ପୋଲିସ୍। ଏପରି ଘଟଣା ବୈଦ୍ୟନାଥପୁର ଥାନା ଇଲାକାରେ ଘଟିଛି । ନାବାଳିକାଙ୍କ କିଛି ପୁରୁଷ ବନ୍ଧୁ ନାବାଳିକାଙ୍କୁ କୋଲ୍ଡ ଡ୍ରିଙ୍କରେ କିଛି ନିଶା ପଦାର୍ଥ ଦେଇ ଦୁଷ୍କର୍ମ କରିଥିବା ସୂଚନା ରହିଛି।
ଅଧିକ ପଢନ୍ତୁ ଓଡିଶା ଖବର
ଏହି ଘଟଣାରେ ୮ଜଣଙ୍କୁ ଅଟକ ରଖିଛି ପୋଲିସ । ୩ ଦିନ ତଳେ ଏହି ଛାତ୍ରୀ ଜଣକ ତାଙ୍କ ସହପାଠୀ ବନ୍ଧୁଙ୍କ ଘରକୁ ପଢିବାକୁ ଯାଇଥିବା ସୂଚନା ରହିଛି । ତେବେ ୩ ଦିନ ତଳେ ଏହି ଘଟଣା ଘଟିଥିବା ବେଳେ ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: