Videos
|
Odisha

ନବୀନ ବାବୁ ଆମେ ତମ ଫ୍ୟାନ ଗୀତରେ ନାଚୁଛନ୍ତି ପୋଲିସ କର୍ମଚାରୀ

Swayangprajna Mishra
Browse all articles by Swayangprajna Mishra
·2 years ago
ନବୀନ ବାବୁ ଆମେ ତମ ଫ୍ୟାନ ଗୀତରେ ନାଚୁଛନ୍ତି ପୋଲିସ କର୍ମଚାରୀ

ବ୍ରହ୍ମପୁର : ନବୀନଙ୍କ ଗୀତରେ ନାଚିଲେ ପୋଲିସ ବାବୁ । ଭାଇରାଲ ହେଲା ଭିଡିଓ । ବ୍ରହ୍ମପୁର ପୋଲିସଙ୍କ ଏପରି ଭିଡିଓ ଦେଖିବାକୁ ମିଳିଛି । ଯେଉଁ ଭିଡିଓରେ ନବୀନ ବାବୁ ଆମେ ତମ ଫ୍ୟାନ ଗୀତରେ ନାଚୁଛନ୍ତି କିଛି ପୋଲିସ କର୍ମଚାରୀ । କେବଳ ନାଚୁଛନ୍ତି ତା ନୁହେଁ, ବରଂ ଅନେକ ବିଜେଡି ନେତାଙ୍କ ସହ ଏହି ପୋଲିସ କର୍ମଚାରୀଙ୍କ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି । ତେବେ ନିର୍ବାଚନ ଚାଲିଥିବା ବେଳେ  ପୋଲିସ କର୍ମଚାରୀ ଏ ଭଳି ଦଳୀୟ ଗୀତରେ ନାଚ କରିବା କେତେଦୂର ଗ୍ରହଣୀୟ ତାକୁ ନେଇ ପ୍ରଶ୍ନ ଉଠିଛି । 

ଅଧିକ ପଢନ୍ତୁ ଓଡିଶା ଖବର

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
police officers dancing on naveen patnaik's song | Argus News