Videos
|
Odisha

୩୩ ଜଣଙ୍କୁ ଜବତ କଲା ରାଜଧାନୀ ପୋଲିସ, ୧୦ ହଜାର ଜୋରିମାନା

Swayangprajna Mishra
Browse all articles by Swayangprajna Mishra
·2 years ago
୩୩ ଜଣଙ୍କୁ ଜବତ କଲା ରାଜଧାନୀ ପୋଲିସ, ୧୦ ହଜାର ଜୋରିମାନା

ଭୁବନେଶ୍ବର : ରାଜଧାନୀ ରାଜରାସ୍ତାରେ ମଦ୍ୟପାନ କରି ଗାଡି ଚଳାଉ ଥିଲେ ହୋଇଯାଆନ୍ତୁ ସାବଧାନ । ମଦ୍ୟପାନ କରି ଗାଡି ଚଲାଉ ଥିବା ୩୩ ଟି ଗାଡିକୁ ଜବତ କରିଛି ପୋଲିସ । ମଦ୍ୟପ ଗାଡି ଚାଳକଙ୍କ ଠାରୁ ମୋଟ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି  ।

ଅଧିକ ପଢନ୍ତୁ ଓ଼ଡିଶା ଖବର 

୩୩ ଜଣ ମଦ୍ୟପ ଗାଡି ଚାଳକଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ଜବତ ଗାଡି ଡ୍ରାଇଭରଙ୍କ ଡ୍ରାଇଭିଂ ଲାଇସେନ୍ସ ସସ୍ପେଣ୍ଡ କରିବାକୁ RTO କୁ ଜଣାଇବ କମିସନରେଟ ପୋଲିସ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Police seized 33 vehicles for driving under the influence of alcohol | Argus News