ସୂଚନା ଦେଲେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ
·2 years ago

ଅର୍ଗସ ବ୍ୟୁରୋ : ଏକାକୀ ଲଢିବ ବିଜେଡ଼ି । ସବୁ ଆସନରୁ ଏକା ଳଢିବ ବିଜେଡ଼ି । ଟ୍ବିଇଟ କରି ସୂଚନା ଦେଲେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । କହିଲେ ଆମ ଦଳ ଏଥର, ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ଲଢିବ ବିଜେଡି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ନବୀନଙ୍କ ନେତୃତ୍ୱରେ ୩ ଚତୁର୍ଥାଂଶ ଆସନରେ ଜିତିବୁ । ନୂଆ ଓଡିଶା ଓ ସଶକ୍ତ ଓଡିଶାର ଲକ୍ଷ୍ୟ ରଖିଛୁ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏହି ଲକ୍ଷ୍ୟ ହାସଲ ହେବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: