President Odisha Visit / ଅପରାହ୍ଣରେ କଟକ ବାଲିଯାତ୍ରା ଉଦ୍ଘାଟନ; ଆଉ କିଛି ସମୟରେ ଭୁବନେଶ୍ଵରରେ ପହଞ୍ଚିବେ ରାଷ୍ଟ୍ରପତି
·49 mins ago·2 min read

Key Points
ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଧ୍ୟାହ୍ନ ୧୨ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ
ଅପରାହ୍ଣରେ କଟକ ବାଲିଯାତ୍ରା ଉଦ୍ଘାଟନ କରିବା କାର୍ଯ୍ୟକ୍ରମ
ମଧ୍ୟାହ୍ନ ୧୨ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ
ଅପରାହ୍ଣରେ କଟକ ବାଲିଯାତ୍ରା ଉଦ୍ଘାଟନ କରିବା କାର୍ଯ୍ୟକ୍ରମ
ଭୁବନେଶ୍ଵର: ଆଉ କିଛି ସମୟ ପରେ ଭୁବନେଶ୍ବରରେ ପହଞ୍ଚିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜିଠୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଆଜି ମଧ୍ୟାହ୍ନ ୧୨ଟା ୩୦ରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ଲୋକଭବନ ଯିବେ ଏବଂ ଅପରାହ୍ଣ ୪ଟାରେ କଟକ ବାଲିଯାତ୍ରା ପରିଦର୍ଶନ କରିବେ । ଅପରାହ୍ଣରେ କଟକ ବାଲିଯାତ୍ରା ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଏହା ପରେ ସନ୍ଧ୍ୟାରେ ଲୋକଭବନକୁ ଫେରି ରାତ୍ରିଯାପନ କରିବେ ।
ପଢନ୍ତୁ ଏହି ଖବର: ଖାସ୍ ବାଲିଯାତ୍ରା ପାଇଁ ଚାଲିବ ୫୦ଟି ଆମ ବସ୍; ଏଇଠୁ ଚଢିବେ ଯାତ୍ରୀ
- ବାଲିଯାତ୍ରା ଇତିହାସରେ ପ୍ରଥମ ଥର
- ୪ଟାବେଳେ ବାଲିଯାତ୍ରା ପଡ଼ିଆ ବାହାରିବେ
ପଢନ୍ତୁ ଏହି ଖବର: ଖାସ୍ ବାଲିଯାତ୍ରା ପାଇଁ ଚାଲିବ ୫୦ଟି ଆମ ବସ୍; ଏଇଠୁ ଚଢିବେ ଯାତ୍ରୀ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ୨୫ରେ ହୋମିଓପ୍ୟାଥି କଲେଜ ସମାବର୍ତ୍ତନ