Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଦାବି ପୂରଣ ନହେଲେ ପରେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବ ସଂଘ

Odisha

ଦାବି ପୂରଣ ନହେଲେ ପରେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବ ସଂଘ

Jitendra Dash
Browse all articles by Jitendra Dash
·2 years ago·1 min read
ଦାବି ପୂରଣ ନହେଲେ ପରେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବ ସଂଘ

ଅର୍ଗସ ବ୍ୟୁରୋ : ଆନ୍ଦୋଳନକୁ ସ୍ଥଗିତ ରଖିଲା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ । ଗାନ୍ଧୀ ମାର୍ଗରେ ସାଧାରଣତନ୍ତ୍ର ଦିବସ ପରେଡ ପାଇଁ ଆନ୍ଦୋଳନକୁ ସ୍ଥଗିତ ରଖିଲା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ । ରାଜ୍ୟର ବିଭିନ୍ନ ଅନୁଦାନ ଏବଂ ଅଣଅନୁଦାନ ମହାବିଦ୍ୟାଳୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ୨୦୦୮ ମସିହାଠାରୁ ୨୦୧୮ ମସିହା ପର୍ଯ୍ୟନ୍ତ ଅଧ୍ୟାପକ ଏବଂ କର୍ମଚାରୀ ମାନଙ୍କୁ ରାଜ୍ୟ ସରକାର ଅନୁଦାନ ପ୍ରଦାନ କରିବା ପାଇଁ ଦାବି କରିଛି ସଂଘ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଦାବି ପୂରଣ ପାଇଁ ୪୫୫ ଦିନ ଧରି ଧାରଣାରେ ବସିଛି ସଂଘ । ଜାନୁଆରୀ ୨୬ ପରେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବ ସଂଘ । ଜାନୁୟାରୀ ୩୦ ଭିତରେ ଦାବି ପୂରଣ ନ କଲେ ଫେବୃଆରୀ ୨ ତାରିଖରେ ଏହି ଆନ୍ଦୋଳନ ସର୍ବ ଭାରତୀୟ ସ୍ତରକୁ ନେବା ପାଇଁ ଚେତାବନୀ ଦେଇଛି ସଂଘ । ଦିଲ୍ଲୀର ଯନ୍ତର ମନ୍ତରରେ ସାରା ଦେଶର ସଂଘ ଆନ୍ଦୋଳନରେ ସାମିଲ ହେବେ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Primary teachers threaten stir again from January 29 | Argus News