Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଲଟିଲା ପୋଲିଂ ପାର୍ଟି ଗାଡ଼ି, ଜଣେ ମୃତ

Jitendra Dash
Browse all articles by Jitendra Dash
·2 years ago
ଓଲଟିଲା ପୋଲିଂ ପାର୍ଟି ଗାଡ଼ି, ଜଣେ ମୃତ

ଅର୍ଗସ ବ୍ୟୁରୋ : ଗଞ୍ଜାମ ଚିକିଟି ବ୍ଲକ ପିତାତଳି କେନାଲ ହିଡ଼ ବାଙ୍କରେ ଓଲଟିଲା ନିର୍ବାଚନ ଡ୍ୟୁଟିରେ ଥିବା ପୋଲିଂ ଗାଡି । ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିବା ସୂଚନା ମିଳିଛି । ଏଥିରେ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଗାଡ଼ିରେ ଥିବା ସମସ୍ତ କର୍ମଚାରୀ ସୁରକ୍ଷିତ ଅଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pulling van accident | Argus News