Puri Parking Fee / ପୁରୀ ଭକ୍ତ ନିବାସରେ ଗାଡ଼ି ରଖିଲେ ଗଣିବାକୁ ପଡ଼ିବ ପାର୍କିଂ ଫି, ଦେବାକୁ ପଡିବ ୫୦୦ ଟଙ୍କା
·8 months ago·2 min read

Key Points
ଏଣିକି ଭକ୍ତ ନିବାସରେ ଗାଡ଼ି ରଖିଲେ ଗଣିବାକୁ ପଡ଼ିବ ପାର୍କିଂ ଫି
ଯେତେ ଅଧିକ ସମୟ ଗାଡ଼ି ରଖିଵେ ସେତେ ଅଧିକ ପାର୍କିଂ ଫି ଗଣିବେ
ପୂର୍ବରୁ ସମ୍ପୂର୍ଣ୍ଣ ଦେୟୁମୁକ୍ତ ଥିଲା ୪ ଚକିଆ ଗାଡ଼ି
ଏବେ ଗାଡି ରଖିଲେ ଦେବାକୁ ପଡିବ ୫୦୦ ଟଙ୍କା
ଯେତେ ଅଧିକ ସମୟ ଗାଡ଼ି ରଖିଵେ ସେତେ ଅଧିକ ପାର୍କିଂ ଫି ଗଣିବେ
ପୂର୍ବରୁ ସମ୍ପୂର୍ଣ୍ଣ ଦେୟୁମୁକ୍ତ ଥିଲା ୪ ଚକିଆ ଗାଡ଼ି
ଏବେ ଗାଡି ରଖିଲେ ଦେବାକୁ ପଡିବ ୫୦୦ ଟଙ୍କା
ଶ୍ରୀମନ୍ଦିର ପ୍ରଶାସନର ଅଜବ ନୀତି । ନିଜର ରାଜସ୍ୱ ବୃଦ୍ଧି ପାଇଁ ଭକ୍ତଙ୍କୁ କରାଯାଉଛି ଶୋଷଣ । ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ଚାରିଗୋଟି ଭକ୍ତନିବାସ ପାର୍କିଂରେ ଏଥର ଚାରିଚକିଆ ଯାନ ପାର୍କ କଲେ ଆପଣଙ୍କୁ ଦେବାକୁ ପଡିବ ୫୦୦ ଟଙ୍କା । ଗତକାଲି ଠାରୁ ଏହାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିଧିବଦ୍ଧ ଭାବେ ଲାଗୁ କରିଥିବା ବେଳେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ।
ଏଣିକି ଭକ୍ତ ନିବାସରେ ଗାଡ଼ି ରଖିଲେ ଗଣିବାକୁ ପଡ଼ିବ ପାର୍କିଂ ଫି' । ଯେତେ ଅଧିକ ସମୟ ଗାଡ଼ି ରଖିଵେ ସେତେ ଅଧିକ ପାର୍କିଂ ଫି' ଗଣିବେ । ପୂର୍ବରୁ ସମ୍ପୂର୍ଣ୍ଣ ଦେୟୁମୁକ୍ତ ଥିଲା ୪ ଚକିଆ ଗାଡ଼ି । ଏବେ ଗାଡି ରଖିଲେ ଦେବାକୁ ପଡିବ ୫୦୦ ଟଙ୍କା ।
ଶ୍ରୀମନ୍ଦିର ପ୍ରଶାସନର ଅଜବ ନୀତି । ରାଜସ୍ୱ ବୃଦ୍ଧି ପାଇଁ ଏମିତି ନୀତି ଆପଣାଇଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ନିର୍ଦ୍ଦେଶରେ ମନ୍ଦିର ପ୍ରଶାସନ ଅଧୀନରେ ଥିବା ଚାରିଗୋଟି ଭକ୍ତ ନିବାସରେ ପାର୍କିଂ ନାମରେ ଆଦାୟ ହେବ ୫୦୦ ଟଙ୍କା । ଭକ୍ତ ନିବାସର ଗୋଟିଏ ରୁମ୍ ରେଟ୍ ୧୭୧୨ ଟଙ୍କା ହୋଇଥିବା ବେଳେ ଏଣିକି ପର୍ଯ୍ୟଟକ ତାଙ୍କ ଚାରିଚକିଆ ଗାଡ଼ି ୨୪ ଘଣ୍ଟା ପାର୍କିଂ ରେ ରଖିଲେ ଆଉ ୫୦୦ ଟଙ୍କା ଗଣିବେ । ଅର୍ଥାତ ସମୁଦାୟ ୧୭୧୨ +୫୦୦=୨୨୧୨ ଟଙ୍କା ଆପଣଙ୍କୁ ଗଣିବାକୁ ହେବ । ଯାହାକୁ ନେଇ ଭକ୍ତ ନିବାସରେ ରହୁଥିବା ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ, ଆସନ୍ତାକାଲିଠୁ ସ୍ୱାଭାବିକ ହେବ ସ୍ୱାସ୍ଥ୍ୟସେବା
ଶ୍ରୀମନ୍ଦିର ପ୍ରଶାସନର ଅଜବ ନୀତି । ରାଜସ୍ୱ ବୃଦ୍ଧି ପାଇଁ ଏମିତି ନୀତି ଆପଣାଇଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ନିର୍ଦ୍ଦେଶରେ ମନ୍ଦିର ପ୍ରଶାସନ ଅଧୀନରେ ଥିବା ଚାରିଗୋଟି ଭକ୍ତ ନିବାସରେ ପାର୍କିଂ ନାମରେ ଆଦାୟ ହେବ ୫୦୦ ଟଙ୍କା । ଭକ୍ତ ନିବାସର ଗୋଟିଏ ରୁମ୍ ରେଟ୍ ୧୭୧୨ ଟଙ୍କା ହୋଇଥିବା ବେଳେ ଏଣିକି ପର୍ଯ୍ୟଟକ ତାଙ୍କ ଚାରିଚକିଆ ଗାଡ଼ି ୨୪ ଘଣ୍ଟା ପାର୍କିଂ ରେ ରଖିଲେ ଆଉ ୫୦୦ ଟଙ୍କା ଗଣିବେ । ଅର୍ଥାତ ସମୁଦାୟ ୧୭୧୨ +୫୦୦=୨୨୧୨ ଟଙ୍କା ଆପଣଙ୍କୁ ଗଣିବାକୁ ହେବ । ଯାହାକୁ ନେଇ ଭକ୍ତ ନିବାସରେ ରହୁଥିବା ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭକ୍ତ ନିବାସକୁ ଘରୋଇକରଣ କରି ପରିଚାଳନା କରିବା, ନୂତନ ଭକ୍ତ ନିବାସ ନିର୍ମାଣ କରିବା ଇତ୍ୟାଦି ପ୍ରସଙ୍ଗ ପରିଚାଳନା କମିଟି ବୈଠକରେ ଉପସ୍ଥାପନ ହୋଇଥିବା ବେଳେ ବର୍ଦ୍ଧିତ ପାର୍କିଂ ଫି ପ୍ରସଙ୍ଗ କୌଣସି ବୈଠକରେ କେବେ ବି ସ୍ଥାନ ପାଇନାହିଁ । ପରିଚାଳନା କମିଟି ବୈଠକରେ ବର୍ଦ୍ଧିତ ପାର୍କିଂ ଫି' ପ୍ରସଙ୍ଗ ଉପସ୍ଥାପନ ନ ହୋଇ ସିଧାସଳଖ ପାର୍କିଂ ଫି' ଆଦାୟ ନିଷ୍ପତ୍ତିକୁ ସେବାୟତ ମହଲରେ ନାପସନ୍ଦ କରାଯାଇଛି । ଆଉ ଏପରି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ପାଇଁ ଦାବି ହୋଇଛି ।
ପରିଚାଳନା କମିଟି ବୈଠକରେ ଏ ପ୍ରସଙ୍ଗରେ ଆଲୋଚନା ହୋଇନି । ତେବେ କିଭଳି ଏତେ ବଡ଼ ନିଷ୍ପତ୍ତି ନିଆଗଲା ସେନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।
ପରିଚାଳନା କମିଟି ବୈଠକରେ ଏ ପ୍ରସଙ୍ଗରେ ଆଲୋଚନା ହୋଇନି । ତେବେ କିଭଳି ଏତେ ବଡ଼ ନିଷ୍ପତ୍ତି ନିଆଗଲା ସେନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।
Related Topics
Explore more stories