ଉଦ୍ଧାର ହେଲା ନାବାଳକ ଆର୍ଯ୍ୟନଙ୍କ ମୃତଦେହ
·2 years ago

ଅର୍ଗସ ବ୍ୟୁରୋ : ବାପାମା’ଙ୍କ ସହିତ ପୁରୀ ଆସିଥିଲେ ଆର୍ଯ୍ୟନ । ଗତକାଲି ସମୁଦ୍ରରେ ଗାଧୋଉଥିବା ସମୟରେ ନିଖୋଜ ହୋଇଯାଇଥିଲେ । ଆଜି ନାବାଳକ ଆର୍ଯ୍ୟନ ମୃତଦେହ ଉଦ୍ଧାର ହୋଇଛି । ପେଣ୍ଠକଟା ପେଟ୍ରୋଲ ପମ୍ପ ପଛପାର୍ଶ୍ବ ବେଳାଭୂମିରୁ ଉଦ୍ଧାର ହୋଇଛି ମୃତ ଦେହ । ଉଦ୍ଧାର ମୃତ ନାବାଳକ ହେଉଛନ୍ତି ବିହାରର । ଗତକାଲି ଚକ୍ରତୀର୍ଥ ରୋଡ ହୋଟେଲ ଗାନ୍ଧାରା ସମ୍ମୁଖ ବେଳାଭୂମିରେ ଗାଧୋଉଥିବା ସମୟରେ ହୋଇଯାଇଥିଲେ ନିଖୋଜ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: