Puri Habishyali Camp / ଶ୍ରୀକ୍ଷେତ୍ରରେ ଜମିବ କାର୍ତ୍ତିକ ବ୍ରତଧାରୀଙ୍କ ଭିଡ଼; ଶିବିରରେ ରହିବେ ୨୪୦୦ ହବିଷ୍ୟାଳୀ
·1 hour ago·2 min read

Key Points
ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହବିଷ୍ୟାଳୀ ଶିବିର
ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି ପର୍ବ
ଶିବିରରେ ରହିବେ ୨୪୦୦ ହବିଷ୍ୟାଳୀ
ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି ପର୍ବ
ଶିବିରରେ ରହିବେ ୨୪୦୦ ହବିଷ୍ୟାଳୀ
ପୁରୀ: ଆସନ୍ତା ୨୬ ତାରିଖରୁ ଶ୍ରୀକ୍ଷେତ୍ରରେ ଜମିବ କାର୍ତ୍ତିକ ବ୍ରତଧାରୀଙ୍କ ଭିଡ଼ । ଚଳିତ ବର୍ଷ ୨୪ ଶହ ହବିଷ୍ୟାଳୀଙ୍କ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଅନଲାଇନ୍ ପଞ୍ଜୀକରଣ ପରେ ଚୟନ ମାପଦଣ୍ଡ ଅନୁଯାୟୀ ହବିଷ୍ୟାଳୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ୨୬ ତାରିଖ ସକାଳେ ବୃନ୍ଦାବତୀ ନିବାସ ଶିବିରରେ ଚୟନ ହୋଇଥିବା ବ୍ରତଧାରୀଙ୍କୁ ପରିଚୟ ପତ୍ର ସହ ମିଳିବ ସିଟ୍ ଆଲଟମେଣ୍ଟ । ବିନା ପଞ୍ଜୀକରଣରେ କାହାରିକୁ ନରଖିବା ପାଇଁ ରହିଛି କଡ଼ା ନିର୍ଦ୍ଦେଶ ।
• ନିଶୁଳ୍କ ରହଣୀ: ସ୍ୱଚ୍ଛ ଏବଂ ସୁରକ୍ଷିତ ରହିବା ସ୍ଥାନ।
• ମହାପ୍ରସାଦ ସେବନ: ପ୍ରତିଦିନ ହବିଷ୍ୟାଳୀଙ୍କ ପାଇଁ ମାଗଣା ଶ୍ରୀମନ୍ଦିର ମହାପ୍ରସାଦର ବ୍ୟବସ୍ଥା ରହିଛି।
• ଶ୍ରୀମନ୍ଦିର ଦର୍ଶନ: ଶ୍ରୀଜଗନ୍ନାଥଙ୍କୁ ଶୃଙ୍ଖଳିତ ଭାବେ ଦର୍ଶନ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଓ ଗାଡ଼ି ସୁବିଧା।
• ଅନ୍ୟାନ୍ୟ ଆଧ୍ୟାତ୍ମିକ ବ୍ୟବସ୍ଥା: କେନ୍ଦ୍ର ପରିସରରେ ବୃନ୍ଦାବତୀ ପୂଜା, ସଂକୀର୍ତ୍ତନ ଏବଂ ଭଜନ ସନ୍ଧ୍ୟାର ଆୟୋଜନ।
• ସ୍ୱାସ୍ଥ୍ୟ ଓ ସୁରକ୍ଷା: ହବିଷ୍ୟାଳୀଙ୍କ ସୁରକ୍ଷା ପାଇଁ ପୋଲିସ ମୁତୟନ ସହ ଜରୁରୀକାଳୀନ ଚିକିତ୍ସା ଲାଗି ଡାକ୍ତରୀ ଦଳ ଉପଲବ୍ଧ ରହିବେ।
- ଏଇଠି ରହିବେ ମନୋନୀତ ହବିଷ୍ୟାଳୀ
- ହବିଷ୍ୟାଳୀ କେନ୍ଦ୍ର ପାଇଁ ସ୍ଵତନ୍ତ୍ର ଟ୍ରେନିଂ
- ଶିବିରରେ କଣ ମିଳେ ସୁବିଧା ?
• ନିଶୁଳ୍କ ରହଣୀ: ସ୍ୱଚ୍ଛ ଏବଂ ସୁରକ୍ଷିତ ରହିବା ସ୍ଥାନ।
• ମହାପ୍ରସାଦ ସେବନ: ପ୍ରତିଦିନ ହବିଷ୍ୟାଳୀଙ୍କ ପାଇଁ ମାଗଣା ଶ୍ରୀମନ୍ଦିର ମହାପ୍ରସାଦର ବ୍ୟବସ୍ଥା ରହିଛି।
• ଶ୍ରୀମନ୍ଦିର ଦର୍ଶନ: ଶ୍ରୀଜଗନ୍ନାଥଙ୍କୁ ଶୃଙ୍ଖଳିତ ଭାବେ ଦର୍ଶନ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଓ ଗାଡ଼ି ସୁବିଧା।
• ଅନ୍ୟାନ୍ୟ ଆଧ୍ୟାତ୍ମିକ ବ୍ୟବସ୍ଥା: କେନ୍ଦ୍ର ପରିସରରେ ବୃନ୍ଦାବତୀ ପୂଜା, ସଂକୀର୍ତ୍ତନ ଏବଂ ଭଜନ ସନ୍ଧ୍ୟାର ଆୟୋଜନ।
• ସ୍ୱାସ୍ଥ୍ୟ ଓ ସୁରକ୍ଷା: ହବିଷ୍ୟାଳୀଙ୍କ ସୁରକ୍ଷା ପାଇଁ ପୋଲିସ ମୁତୟନ ସହ ଜରୁରୀକାଳୀନ ଚିକିତ୍ସା ଲାଗି ଡାକ୍ତରୀ ଦଳ ଉପଲବ୍ଧ ରହିବେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: କୁମାର ପୂର୍ଣ୍ଣିମା କେବେ? ୨୫ରେ ପାଳିବେ ନା ୨୬ରେ ପାଳିବେ? ଜାଣିବା କାହିଁକି ରହିଛି ଦ୍ୱନ୍ଦ୍ୱ?
ଆଶ୍ବିନ ଏକାଦଶୀଠାରୁ ଶ୍ରୀକ୍ଷେତ୍ରରେ ମହାକାର୍ତ୍ତିକ ନୀତି ଆରମ୍ଭ ହୋଇଥିବା ବେଳେ, ଆସନ୍ତା ୨୬ ତାରିଖରୁ ନଭେମ୍ବର ୨୪ ପର୍ଯ୍ୟନ୍ତ ସରକାରୀ ଶିବିରରେ ବ୍ରତଧାରୀ ମାନଙ୍କ ପାଇଁ ଯୋଗାଇ ଦିଆଯିବ ନିଶୁଳ୍କ ବ୍ୟବସ୍ଥା ।
ଆଶ୍ବିନ ଏକାଦଶୀଠାରୁ ଶ୍ରୀକ୍ଷେତ୍ରରେ ମହାକାର୍ତ୍ତିକ ନୀତି ଆରମ୍ଭ ହୋଇଥିବା ବେଳେ, ଆସନ୍ତା ୨୬ ତାରିଖରୁ ନଭେମ୍ବର ୨୪ ପର୍ଯ୍ୟନ୍ତ ସରକାରୀ ଶିବିରରେ ବ୍ରତଧାରୀ ମାନଙ୍କ ପାଇଁ ଯୋଗାଇ ଦିଆଯିବ ନିଶୁଳ୍କ ବ୍ୟବସ୍ଥା ।
Related Topics
Explore more stories