Son Killed Mother / ମାଆକୁ ହତ୍ୟା କରି ପ୍ଲାଷ୍ଟର କରିବା ଘଟଣା; ୫ ଦିନ ତଳୁ ଘଟିଥିଲା ନାରକୀୟ କାଣ୍ଡ
·2 weeks ago·2 min read

Key Points
ପୁରୀରେ ମାଆକୁ ହତ୍ୟା କରି ପ୍ଲାଷ୍ଟର କରିବା ଘଟଣା
ପୋଲିସ ଏକ ସ୍ଵତନ୍ତ୍ର ଟିମ ଗଠନ କରିଛି
ଜହ୍ଲାଦ ପୁଅକୁ ଖୋଜିବା ଆରମ୍ଭ ହୋଇଛି
ପୋଲିସ ଏକ ସ୍ଵତନ୍ତ୍ର ଟିମ ଗଠନ କରିଛି
ଜହ୍ଲାଦ ପୁଅକୁ ଖୋଜିବା ଆରମ୍ଭ ହୋଇଛି
ପୁରୀ: କୁମ୍ଭାରପଡ଼ାରେ ଛାତିଥରା ଘଟଣା ପରେ ଅଞ୍ଚଳରେ ହଇଚଇ । ମାତ୍ର ୪ ମାସ ତଳେ ଭଡ଼ା ନେଇ ରହୁଥିବା ଜହ୍ଲାଦ ପୁଅ ମାଆର ହତ୍ୟାକାରୀ ସାଜିଛି । ଛତିଶଗଡ, ବିହାର, ଭୋଜପୁରରେ ଘଟୁଥିବା ଘଟଣା ପରି ଓଡ଼ିଶାରେ ବି ପ୍ରଥମ ଥର ଘଟିଛି ଏଭଳି ଅମାନୁଷିକ କାଣ୍ଡ । ମାଆକୁ ମାରି ସ୍ଲାବ ତଳେ ପ୍ଲାଷ୍ଟର କରିଥିବା ଜହ୍ଲାଦ ପୁଅକୁ ଖୋଜୁଛି ପୋଲିସ । ଏଥିଲାଗି ଗଠନ ହେଲା ମଲ୍ଟିପୁଲ ରେଡ୍ ଟିମ୍ । ଆଜି ମୃତଦେହର ଶବ ବ୍ୟବଚ୍ଛେଦ ହୋଇଥବାବେଳେ ରିପୋର୍ଟକୁ ରହିଛି ଅପେକ୍ଷା ।
ପୁରୀରେ ଭଡ଼ା ଘରେ ରହୁଥିବା ଏହି ଜହ୍ଲାଦ ପୁଅର ପରିଚୟ ମଦନ ଦଳାଇ ବୋଲି ଜଣାପଡ଼ିଛି, ଯିଏକି ପାରଳାଖେମୁଣ୍ଡିର ଅଧିବାସୀ । ନିଜ ମାଆକୁ ହତ୍ୟା କରି ରୋଷେଇ ଘରେ ପ୍ଲାଷ୍ଟର କରି ଫେରାର ହେବା ପରେ ମଦନକୁ ଖୋଜୁଛି ପୋଲିସ । ପାରଳାଖେମୁଣ୍ଡି ପୋଲିସକୁ ଫଟୋ ଜାରି କରିଛି ପୁରୀ ପୋଲିସ । ଭଡାଟିଆ ଅଭିଯୁକ୍ତର ପରିଚୟ ସମ୍ବନ୍ଧୀୟ କୌଣସି ଡକ୍ୟୁମେଣ୍ଟ ଦେଇପାରିନାହାନ୍ତି ଘର ମାଲିକ । ତେବେ ପୋଲିସ ଫୋନ୍ ନମ୍ବର ଓ ସିସିଟିଭି ଆଧାରକୁ ନେଇ ତଦନ୍ତ କରୁଛି ।
ପଢନ୍ତୁ ଏହି ଖବର: ରୋଷେଇ ଘର ସ୍ଲାବ ତଳେ ମାଆର ଶବ; ହତ୍ୟା କରି ପ୍ଲାଷ୍ଟର କରିଦେଲା ପୁଅ

- ୫ଦିନ ତଳେ ଘଟାଇଛି ଜଘନ୍ୟକାଣ୍ଡ
ପଢନ୍ତୁ ଏହି ଖବର: ରୋଷେଇ ଘର ସ୍ଲାବ ତଳେ ମାଆର ଶବ; ହତ୍ୟା କରି ପ୍ଲାଷ୍ଟର କରିଦେଲା ପୁଅ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଜହ୍ଲାଦ ପୁଅକୁ ଖୋଜୁଛି ସ୍ଵତନ୍ତ୍ର ଟିମ୍
Related Topics
Explore more stories