Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶିଳପୁଆରେ ସ୍ତ୍ରୀକୁ ମୁଣ୍ଡକୁ ଛେଚି ଛେଚି ହତ୍ୟା କଲା ସ୍ବାମୀ

Jitendra Dash
Browse all articles by Jitendra Dash
·2 years ago
ଶିଳପୁଆରେ ସ୍ତ୍ରୀକୁ ମୁଣ୍ଡକୁ ଛେଚି ଛେଚି ହତ୍ୟା କଲା ସ୍ବାମୀ

ଅର୍ଗସ ବ୍ୟୁରୋ : ଗୋପ ଥାନା ଦୁର୍ଗାପୁର ଗାଁରେ ବିଭତ୍ସ ହତ୍ୟାକାଣ୍ଡ । ଶିଳପୁଆରେ ମହିଳାଙ୍କ ମୁଣ୍ଡକୁ ଛେଚି ହତ୍ୟା ଅନୁମାନ । ଘଟଣାରେ ସ୍ବାମୀ ଦେବଦତ୍ତ ସାହୁ ନୟାହାଟ ଫାଣ୍ଡିରେ ଆତ୍ମସମର୍ପଣ କରିଥିବା ପୋଲିସ ପକ୍ଷରୁ ସୂଚନା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗତକାଲି ବିଳମ୍ବିତ ରାତିରେ ବିଜେଡି ଭୋଜିରୁ ଆସି ମହିଳାଙ୍କ ସ୍ବାମୀ ଏଭଳି ଜଘନ୍ୟ ଓ ବିଭତ୍ସ ହତ୍ୟାକାଣ୍ଡ ଘଟାଇଥିବା ଚର୍ଚ୍ଚା ହେଉଛି । ନୟାହାଟ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ମୃତ ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Puri murder case | Argus News