Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସିଲା ASI ରତ୍ନଭଣ୍ଡାର ଲେଜର୍ ସ୍କାନିଂ ରିପୋର୍ଟ

Jitendra Dash
Browse all articles by Jitendra Dash
·2 years ago
ଆସିଲା ASI ରତ୍ନଭଣ୍ଡାର ଲେଜର୍ ସ୍କାନିଂ ରିପୋର୍ଟ

ଅର୍ଗସ ବ୍ୟୁରୋ : ରତ୍ନଭଣ୍ଡାର ଉତ୍ତରପାର୍ଶ୍ବ କାନ୍ଥରେ ଫାଟ । ଆସିଲା ଏଏସଆଇର(ASI) ରତ୍ନଭଣ୍ଡାର ଲେଜର୍ ସ୍କାନିଂ ରିପୋର୍ଟ । ରତ୍ନଭଣ୍ଡାର କାନ୍ଥରେ ଫାଟ ଭବିଷ୍ୟତରେ କ୍ଷତି ସୃଷ୍ଟି କରିପାରେ ବୋଲି ଏଏସଆଇ(ASI) ଚିଠିରୁ ସ୍ପଷ୍ଟ । ରତ୍ନଭଣ୍ଡାରର ବାହାର ତିନୋଟି କାନ୍ଥକୁ ଡି ପ୍ଲାଷ୍ଟର କରାଯିବ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହାପରେ ଯଦି କୌଣସି କ୍ଷତି ଦେଖାଯାଏ ତାହାକୁ ସଂରକ୍ଷଣ ପ୍ରଣାଳୀ ଦ୍ବାରା ଉପଯୁକ୍ତ ପଦକ୍ଷେପ ନିଆଯିବ । ଗତ ନଭେମ୍ବର ମାସରେ ଦୁଇଦିନ ଧରି ରତ୍ନଭଣ୍ଡାର ବାହାରପାର୍ଶ୍ବ କାନ୍ଥର ଏଏସଆଇ (ASI) ପକ୍ଷରୁ ୪୯ଟି ପଏଣ୍ଟରେ ହୋଇଥିଲା ଲେଜର୍ ସ୍କାନିଂ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Puri Ratna Bhandar issue | Argus News