Odisha Bandh / "ଓଡ଼ିଶା ବନ୍ଦ ପ୍ରଭାବହୀନ"; କଂଗ୍ରେସ ସହିତ ଲୋକ ନାହାନ୍ତି କହିଲେ ସାଂସଦ ରବି ନାରାୟଣ
·1 hour ago·2 min read

Key Points
ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ
ତେବେ ବନ୍ଦ ପ୍ରଭାବହୀନ କହିଲେ ବିଜେପି ସାଂସଦ
କଂଗ୍ରେସ ସହିତ ଲୋକ ନାହାନ୍ତି ସ୍ପଷ୍ଟ ଜଣାପଡୁଛି
ତେବେ ବନ୍ଦ ପ୍ରଭାବହୀନ କହିଲେ ବିଜେପି ସାଂସଦ
କଂଗ୍ରେସ ସହିତ ଲୋକ ନାହାନ୍ତି ସ୍ପଷ୍ଟ ଜଣାପଡୁଛି
ଭୁବନେଶ୍ଵର/ଭଦ୍ରକ/ ଢେଙ୍କାନାଳ/କେନ୍ଦ୍ରାପଡ଼ା: ଆଜି ଓଡ଼ିଶା ବନ୍ଦ । ୪ ଦଫା ଦାବି ନେଇ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ଇଣ୍ଡି ମେଣ୍ଟ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ ହେବ । ତେବେ କଂଗ୍ରେସର ଓଡ଼ିଶା ବନ୍ଦ ପ୍ରଭାବହୀନ ଏବଂ କଂଗ୍ରେସ ସହିତ ଲୋକ ନାହାନ୍ତି ବୋଲି ସ୍ପଷ୍ଟ ଜଣାପଡୁଛି କହିଲେ ବିଜେପି ସାଂସଦ ରବି ନାରାୟଣ ବେହେରା ।
ସେ କହିଛନ୍ତି, "କଂଗ୍ରେସର ଓଡ଼ିଶା ବନ୍ଦ ପ୍ରଭାବହୀନ । କଂଗ୍ରେସ ସହିତ ଲୋକ ନାହାନ୍ତି । ଆମେ ଦେଖୁଛୁ କିଛି ସ୍ଥାନରେ କଂଗ୍ରେସ ଲୋକଙ୍କୁ ବାଧ୍ୟ କରୁଛି । ତାଙ୍କ କାମ ହେଉଛି ଅରାଜକତା ସୃଷ୍ଟି କରିବା । ଅରାଜକତା ସୃଷ୍ଟି କରିକି କ୍ଷମତାରୁ ଗଲେ । ଏମଏମଡିଆର ସଂଶୋଧନ ବାବଦରେ ଓଡ଼ିଶାବାସୀ ସ୍ପଷ୍ଟ ଅଛନ୍ତି । ମୋଦି ସରକାର ଆସିବା ପରେ ଓଡ଼ିଶା ଖଣିରୁ କଣ ପାଇଛି ? ଓଡ଼ିଶାରେ ଡବଲ ଇଂଜିନ ସରକାର ଆସିବା ପରେ ବି ରାଜସ୍ବ ବଢିଛି । ତେଣୁ ରାଜ୍ୟବାସୀ ବୁଝିଛନ୍ତି, ସେଥିପାଇଁ ଓଡ଼ିଶା ବନ୍ଦକୁ ସଫଳ କରିନାହାନ୍ତି ।"
ପଢନ୍ତୁ ଏହି ଖବର: ବାହାରିଲା ନିର୍ବାଚନ ବିଜ୍ଞପ୍ତି, ଲାଗିଲାଣି ବ୍ୟାନର ପୋଷ୍ଟର...ଉଷ୍ମ ହେଲାଣି ଛାତ୍ର ରାଜନୀତି

- ବନ୍ଦ ପାଳନକୁ ନିନ୍ଦା କଲେ ଢେଙ୍କାନାଳ ସାଂସଦ
- ରୋଗୀଙ୍କୁ ଛାଡିଲେନି ବାଟ
ପଢନ୍ତୁ ଏହି ଖବର: ବାହାରିଲା ନିର୍ବାଚନ ବିଜ୍ଞପ୍ତି, ଲାଗିଲାଣି ବ୍ୟାନର ପୋଷ୍ଟର...ଉଷ୍ମ ହେଲାଣି ଛାତ୍ର ରାଜନୀତି

- ଯାତ୍ରୀମାନଙ୍କ କାରକୁ ଭାଙ୍ଗିଲେ ଆନ୍ଦୋଳନକାରୀ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories