Videos
|
Odisha

ଚୋରା ମଦ ବେପାରୀଙ୍କୁ ଗିରଫ କରିବା ସହ ଜବତ ହେଲା ବିଦେଶୀ ମଦ

Jitendra Dash
Browse all articles by Jitendra Dash
·2 years ago
ଚୋରା ମଦ ବେପାରୀଙ୍କୁ ଗିରଫ କରିବା ସହ ଜବତ ହେଲା ବିଦେଶୀ ମଦ

ଅର୍ଗସ ବ୍ୟୁରୋ : ରାଜକନିକାରେ ମାତିଛନ୍ତି ଚୋରା ମଦ ବେପାରୀ । ଗତକାଲି ବିଳମ୍ବିତ ରାତିରେ ରାଜକନିକା ବ୍ଲକ ପଶ୍ଚିମ କନିକାର ବଡ଼ହଳୁପଡା ଗାଁର ଶେଖର ଦାସଙ୍କ ଘରେ ଥାନା ଅଧିକାରୀଙ୍କ ପହଞ୍ଚି୧୮ଲିଟର ବିଦେଶୀ ମଦ ଜବତ କରିଛି । ମଦ ସହ ଶେଖରଙ୍କୁ ଚୋରା ମଦ ବିକ୍ରି କରିବା ଅଭିଯୋଗରେ ମଧ୍ୟ କରିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାଜକନିକା ପୋଲିସ ଶେଖର ଦାସଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଶେଖର କିଛିଦିନ ହେବ ଚୋରାରେ ମଦ ବିକ୍ରି କରୁଥିବା ରାଜକନିକା ପୋଲିସ ପାଖରେ ଖବର ଥିଲା । ଗତକାଲି ରାତିରେ ବିଶେଷ ସୂତ୍ରରୁ ଖବର ପାଇ ରାଜକନିକା ପୋଲିସ ଚଢ଼ାଉ କରି ମଦ ଜବତ କରିବା ସହିତ ଶେଖରଙ୍କୁ ଗିରଫ କରିଥିବା ଜଣାପଡିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Rajkanika Foreign wine raid | Argus News