Raksha Bandhan 2026 / ଭାଇ ହାତରେ ରାକ୍ଷୀ କେଉଁ ଦିନ ବାନ୍ଧିବେ ? ଅଗଷ୍ଟ ୨୭ ନା ୨୮...ଦୂର କରନ୍ତୁ ଦ୍ଵନ୍ଦ୍ଵ
·1 hour ago·2 min read

Key Points
ଭାଇ ହାତରେ ରାକ୍ଷୀ କେଉଁ ଦିନ ବାନ୍ଧିବେ ?
ଅଗଷ୍ଟ ୨୭ ନା ୨୮...ଦୂର କରନ୍ତୁ ଦ୍ଵନ୍ଦ୍ଵ
ଅଗଷ୍ଟ ୨୭ ନା ୨୮...ଦୂର କରନ୍ତୁ ଦ୍ଵନ୍ଦ୍ଵ
ରକ୍ଷା ବନ୍ଧନ ତିଥି ପାଳନକୁ ନେଇ ରହିଛି କି ଦ୍ୱନ୍ଦ୍ୱ । ଚଳିତ ବର୍ଷ ଦୁଇ ଦିନକୁ ରହିଛି ପୂର୍ଣ୍ଣିମା ତିଥି । କେବେ ପାଳିବେ ପର୍ବ ? କେବେ ଭାଇ ହାତରେ ରାକ୍ଷୀ ବାନ୍ଧିବ ଭଉଣୀ ? ଅଗଷ୍ଟ ୨୭ ତାରିଖ ନା ୨୮ ତାରିଖରେ ପାଳନ ହେବ ଗହ୍ମା ପର୍ବ ଓ ରାକ୍ଷୀ ପୂର୍ଣ୍ଣିମା ସେନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ରକ୍ଷା ବନ୍ଧନ ଓ ବଳଭଦ୍ର ଜନ୍ମ,୨୭ ତାରିଖରେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଜ୍ୟୋତିର୍ବିଦ । ସେପଟେ ଘୋଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦିନରେ ହିଁ ରାକ୍ଷୀ ପୂର୍ଣ୍ଣିମା ପର୍ବ ପାଳିବାକୁ ଦେଇଛନ୍ତି ପରାମର୍ଶ ।
ଶ୍ରାବଣ ପୂର୍ଣ୍ଣିମାରେ ପରମ୍ପରା ଅନୁଯାୟୀ ପାଳନ ହେବ ଗହ୍ମା ପର୍ବ । ଏହିଦିନ ବଳଭଦ୍ର ଜନ୍ମ,ଓ ରକ୍ଷା ବନ୍ଧନ ଉତ୍ସବ ମଧ୍ୟ ହୋଇଥାଏ । ତେବେ ତିଥି ଅନୁଯାୟୀ ଚଳିତ ବର୍ଷ ଅଗଷ୍ଟ ୨୭ ନା ୨୮ରେ ପାଳନ ହେବ ପର୍ବ ତାକୁ ନେଇ ଉପୁଜିଛି ଦ୍ୱନ୍ଦ୍ୱ । ଶ୍ରୀମନ୍ଦିରରେ କିନ୍ତୁ ୨୮ ତାରିଖରେ ହିଁ ବଳଭଦ୍ର ଜନ୍ମ ପାଳନ ହେବ । ପଞ୍ଜିକା ଅନୁଯାୟୀ ଆସନ୍ତା ଅଗଷ୍ଟ ୨୭ ତାରିଖଠାରୁ ଅର୍ଥାତ୍ ୨୭ ତାରିଖ ସକାଳ ୯ଟା ୭ରୁ ପୂର୍ଣ୍ଣିମା ତିଥି ପ୍ରବେଶ କରିବ । ଅଗଷ୍ଟ ୨୮ ତାରିଖ ସକାଳ ୯ଟା ୪୯ ବେଳକୁ ପୂର୍ଣ୍ଣିମା ତିଥି ଅପସରି ଯାଇଥିବ। ଅର୍ଥାତ୍ ୨୮ ତାରିଖରେ ମାତ୍ର ଅଳ୍ପ କେଇ ଘଣ୍ଟା ପୂର୍ଣ୍ଣିମା ତିଥି ରହିବ ।
ପଢନ୍ତୁ ଏହି ଖବର: ଦିନ ଦ୍ୱିପ୍ରହରରେ ହେଲା ରାତି ଆକାଶରୁ ଉଭେଇଗଲେ ସୂର୍ଯ୍ୟ

- ବଡ଼ଦେଉଳରେ କେବେ ପାଳନ ହେବ ?
- ଦ୍ଵନ୍ଦ୍ଵ ଦୂର କଲେ ଜ୍ୟୋତିର୍ବିଦ
ପଢନ୍ତୁ ଏହି ଖବର: ଦିନ ଦ୍ୱିପ୍ରହରରେ ହେଲା ରାତି ଆକାଶରୁ ଉଭେଇଗଲେ ସୂର୍ଯ୍ୟ
- ଘରେ ଘରେ କେବେ ପାଳିନ ହେବ ରାକ୍ଷୀ ପୂର୍ଣ୍ଣିମା ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories