ସ୍କୁଲକୁ ଯିବାକୁ ରାସ୍ତା ନଥିବା ଯୋଗୁଁ ରାସ୍ତାରେ ବସି ପାଠ ପଢିଲେ ଛାତ୍ରଛାତ୍ରୀ
·2 years ago

ଅର୍ଗସ ବ୍ୟୁରୋ : ସ୍କୁଲକୁ ଯିବାକୁ ରାସ୍ତା ନଥିବାରୁ ରାସ୍ତାରେ ବସି ପାଠ ପଢିଲେ ଛାତ୍ରଛାତ୍ରୀ । ଦୁଇସାହିର ବିବାଦକୁ ନେଇ ରାସ୍ତା ଅବରୋଧ କଲେ ଗ୍ରାମବାସୀ । ସ୍କୁଲକୁ ଯିବାକୁ ରାସ୍ତା ନଥିବା ଯୋଗୁଁ ରାସ୍ତାରେ ବସି ପାଠ ପଢିଲେ ଛାତ୍ରଛାତ୍ରୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ଡାଲିଆଖୁଜି ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଘଟଣାକୁ ନେଇ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ନଥିବା ଦେଖିବାକୁ ମିଳିଛି । ରାସ୍ତା ଅବରୋଧ ଯୋଗୁଁ ଯାତାୟତ ଠପ୍ ସାଙ୍ଗକୁ ସମସ୍ୟା ଉପୁଜିଥିବା ଦେଖିବାକୁ ମିଳିଛି l
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: