Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନାଇଟ ବ୍ଲକିଂ ଚେକିଂ ବେଳେ ଗାଡ଼ିରୁ ମିଳିଲା ପୁଳା ପୁଳା ଟଙ୍କା

Odisha

ନାଇଟ ବ୍ଲକିଂ ଚେକିଂ ବେଳେ ଗାଡ଼ିରୁ ମିଳିଲା ପୁଳା ପୁଳା ଟଙ୍କା

Swayangprajna Mishra
Browse all articles by Swayangprajna Mishra
·1 year ago
ନାଇଟ ବ୍ଲକିଂ ଚେକିଂ ବେଳେ ଗାଡ଼ିରୁ ମିଳିଲା ପୁଳା ପୁଳା ଟଙ୍କା

ଅର୍ଗସ ବ୍ୟୁରୋ : ନାଇଟ ବ୍ଲକିଂ ଚେକିଂ ବେଳେ ଗାଡ଼ିରୁ ମିଳିଲା ପୁଳା ପୁଳା ଟଙ୍କା । ମଦ୍ୟପାନ କରି ପୋଲିସ ବ୍ୟାରିକେଡ୍ ଭାଙ୍ଗି ଫେରାର ବେଳେ ଧରିଲା ପୋଲିସ । ଆଉ ଗାଡି ଡିକି ଚେକିଂ ବେଳେ 4 ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି । ଗାଡ଼ି ଚାଳକଙ୍କୁ ଅଟକ ରଖିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।

ଅଧିକ ପଢନ୍ତୁ ଓଡିଶା ଖବର

 ଏତେ ଟଙ୍କା କୁଆଡ଼ୁ ନେଇ ଆସିଲେ, ସେନେଇ  ଖୋଳତାଡ଼ କରୁଛି ପୋଲିସ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Red money was found from the car during night blocking checking | Argus News