Orangutans In Stress / ଏକାଠି ରହୁଛନ୍ତି, ସାଙ୍ଗ ହୋଇ ଶୋଉଛନ୍ତି; ମା'କୁ ଖୋଜି ଷ୍ଟ୍ରେସ୍ରେ ଓରାଙ୍ଗଉଟାନ୍
·3 weeks ago·2 min read

Key Points
ମାଆକୁ ଖୋଜୁଛନ୍ତି ଉଦ୍ଧାର ଓରାଙ୍ଗଉଟାନ୍
ଯାହାକୁ ଦେଖୁଛନ୍ତି ଚାତକ ପରି ଚାହୁଁଛନ୍ତି
ସମସ୍ତେ ଏକାଠି ରହୁଛନ୍ତି, ଏକାଠି ଶୋଉଛନ୍ତି
ଯାହାକୁ ଦେଖୁଛନ୍ତି ଚାତକ ପରି ଚାହୁଁଛନ୍ତି
ସମସ୍ତେ ଏକାଠି ରହୁଛନ୍ତି, ଏକାଠି ଶୋଉଛନ୍ତି
ଭୁବନେଶ୍ଵର: ବାଲେଶ୍ୱର ଜଙ୍ଗଲରୁ ଓରାଙ୍ଗଉଟାନ ଉଦ୍ଧାର ଘଟଣା । ମାଆକୁ ଖୋଜିଖୋଜି ଷ୍ଟ୍ରେସ୍ରେ ଅଛନ୍ତି । ଯାହାକୁ ଦେଖୁଛନ୍ତି ବିକଳ ନୟନରେ ଚାତକ ପରି ଚାହୁଁଛନ୍ତି । ସମସ୍ତେ ଏକାଠି ଖେଳୁଛନ୍ତି, ଏକାଠି ଶୋଉଛନ୍ତି । ନନ୍ଦନକାନନରେ ରଖାଯାଇଥିବା ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଠିକ୍ ଅଛି । ଜ୍ୱର କମିଥିଲେ ବି ଆକ୍ଟିଭ ହେଉନାହାନ୍ତି ଓରାଙ୍ଗଉଟାନ । ସେମାନେ ନିଜ ମାଆକୁ ଖୋଜୁଥିବା ଡାକ୍ତର କହିଛନ୍ତି ।
ପଢନ୍ତୁ ଏହି ଖବର: ଓରାଙ୍ଗଓଟାନ ଉଦ୍ଧାର ଘଟଣାରେ CCTVରେ ଦେଖିବାକୁ ମିଳିଥିବା ଥାରକୁ ନେଇ ତନାଘନା
- ଆଗକୁ ଦିଆଯିବ ମ୍ୟୁଜିକ୍ ଥେରାପି
- ଆଜି ସଂଗ୍ରହ ହେବ ରକ୍ତ
ପଢନ୍ତୁ ଏହି ଖବର: ଓରାଙ୍ଗଓଟାନ ଉଦ୍ଧାର ଘଟଣାରେ CCTVରେ ଦେଖିବାକୁ ମିଳିଥିବା ଥାରକୁ ନେଇ ତନାଘନା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ
Related Topics
Explore more stories