Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସଡକ ସୁରକ୍ଷା ସପ୍ତାହ, ହେଲମେଟ ପିନ୍ଧିବାକୁ ଚେତାବନୀ

Swayangprajna Mishra
Browse all articles by Swayangprajna Mishra
·2 years ago
ସଡକ ସୁରକ୍ଷା ସପ୍ତାହ, ହେଲମେଟ ପିନ୍ଧିବାକୁ ଚେତାବନୀ

କଟକ : ଦୁର୍ଘଟଣା ରୁ ବଞ୍ଚିବା ପାଇଁ ହେଲମେଟ ପିନ୍ଧିବା ଜରୁରୀ । ଡିସେମ୍ବର ଏକ ତାରିଖରୁ ଆଠ ତାରିଖ ପର୍ଯ୍ୟନ୍ତ ଶୁନ ଦୁର୍ଘଟଣା ସପ୍ତାହ ( ଜିରୋ ଫଟିଲିଟି ଉଇକ) ପାଳନ କରାଯାଉଛି । କଟକ ଗ୍ରାମାଞ୍ଚଳ ଏସପିଙ୍କ ନିର୍ଦ୍ଦେଶକ୍ରମେ ଆଜି ସଡ଼କ ସୁରକ୍ଷା ଜୀବନ ରକ୍ଷା କାର୍ଯ୍ୟକ୍ରମ ଗୋବିନ୍ଦପୁର ବଜାରରେ ଅନୁଷ୍ଠିତ ହୋଇଯାଇଛି। କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅଧିକାରୀ ରବି ନାରାୟଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଗୋବିନ୍ଦପୁର କଲେଜର ଛାତ୍ର ଛାତ୍ରୀ ଓ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଯୋଗଦେଇ ଗାଡ଼ି ହେଲମେଟ ପିନ୍ଧିଥିବା ଚାଳକଙ୍କୁ ଗୋଲାପ ଫୁଲ ଦେଇ ଶୁଭେଚ୍ଛା ଜଣାଇଥିଲେ ।

ଅଧିକ ପଢନ୍ତୁ ଓଡିଶା ଖବର

ସବୁବେଳେ ଗାଡ଼ି ଚଳାଇବା ବେଳେ ହେଲମେଟ ପିନ୍ଧିବାକୁ ବାର୍ତ୍ତା ଦେଇଛନ୍ତି ଥାନା ଅଧିକାରୀ ଶ୍ରୀ ବେହେରା ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Road Safety Awareness Programme | Argus News