Rourkela Station Crime / ପ୍ଲାଟଫର୍ମରେ ଥିବା ରେଷ୍ଟରୁମ୍ରେ ମହିଳାଙ୍କୁ ରେଲୱେ କର୍ମଚାରୀଙ୍କ ଦୁଷ୍କର୍ମ ଅଭିଯୋଗ
·1 hour ago·2 min read

Key Points
ରାଉରକେଲା ଷ୍ଟେସନରେ ଜଣେ ମହିଳା ଯାତ୍ରୀଙ୍କୁ ଦୁଷ୍କର୍ମ ନେଇ ଅଭିଯୋଗ ଆସିଛି । ତାହା ବି ପ୍ଲାଟଫର୍ମରେ ଥିବା ରେଷ୍ଟରୁମ୍ରେ । ଅଭିଯୋଗ ପରେ ଅଭିଯୁକ୍ତକୁ ତତ୍କ୍ଷଣାତ୍ ସେବାରୁ ନିଲମ୍ବିତ କରାଯାଇଛି ଏବଂ ଜିଆରପି ତାକୁ ହେପାଜତକୁ ନେଇ ତଦନ୍ତ କରୁଛି ।
ରାଉରକେଲା: ରେଲୱେ ଷ୍ଟେସନ- ଯେଉଁଠି ଲାଗିଛି ଶତାଧିକ ସିସିଟିଭି, ସହରର ଏକ ପ୍ରକାର ହାଇ ସିକ୍ୟୁରିଟି ଜୋନ୍ । ଆଉ ଏହି ସିକ୍ୟୁରିଟି ଜୋନ୍ରୁ ଆସିଛି ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ । ରାଉରକେଲା ଷ୍ଟେସନରେ ଜଣେ ମହିଳା ଯାତ୍ରୀଙ୍କୁ ଦୁଷ୍କର୍ମ ନେଇ ଅଭିଯୋଗ ଆସିଛି । ତାହା ବି ପ୍ଲାଟଫର୍ମରେ ଥିବା ରେଷ୍ଟରୁମ୍ରେ ।
ଅଭିଯୋଗ ପରେ ଅଭିଯୁକ୍ତକୁ ତତ୍କ୍ଷଣାତ୍ ସେବାରୁ ନିଲମ୍ବିତ କରାଯାଇଛି ଏବଂ ଜିଆରପି ତାକୁ ହେପାଜତକୁ ନେଇ ତଦନ୍ତ କରୁଛି । ଅଭିଯୋଗ ଅନୁସାରେ, ରେଲୱେର ଉକ୍ତ କର୍ମଚାରୀ ଜଣଙ୍କ ମହିଳା ଜଣଙ୍କୁ ନିଶ୍ଚିତ ବା କନଫର୍ମ ଟିକେଟ୍ କରାଇ ଦେବାର ଲୋଭ ଦେଖାଇ ରେଷ୍ଟ ରୁମ୍କୁ ଡାକି ନଇଥିଲେ । ରୁମ୍ ଲକ୍ କରି ସେଠାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଜିଆରପି ଅନୁସାରେ, ଅଭିଯୋଗକାରିଣୀ ନୂଆପଡ଼ା ଅଞ୍ଚଳର ବାସିନ୍ଦା ।
ଏଥିସହ ପଢ଼ନ୍ତୁ: ବନ୍ୟା କମିଲା...ଯନ୍ତ୍ରଣା ବଢ଼ିଲା, ତିନି ଜିଲ୍ଲାରେ ଜଳବନ୍ଦୀ ଲୋକଙ୍କ ହାହାକାର
କନଫର୍ମ ଟିକେଟ୍ ଲୋଭ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଅନୁସାରେ, ପୀଡ଼ିତା ଦୁଇ ଭଉଣୀଙ୍କ ସହ ବେଙ୍ଗାଲୁରୁ ଯାଉଥିଲେ । କିନ୍ତୁ ବେଙ୍ଗାଲୁରୁ ଟ୍ରେନ୍ ପରିବର୍ତ୍ତେ ଅନ୍ୟ ଟ୍ରେନ୍ରେ ଚଢ଼ି ହାଟିଆରେ ପହଞ୍ଚିଥିଲେ । ସେଠାରୁ ଆଉ ଏକ ଟ୍ରେନ୍ରେ ରାଉରକେଲା ଆସିଥିଲେ ।
ଉକ୍ତ ଟ୍ରେନ୍ଟି ରାତି ୯ଟାରେ ରାଉରକେଲାରେ ପହଞ୍ଚିଥିଲା । ସେମାନଙ୍କ ପାଖରେ ବେଙ୍ଗାଲୁରୁ ଯିବା ପାଇଁ ଥିବା ଟିକେଟ୍ ନିଶ୍ଚିତ ନଥିଲା । ପୀଡ଼ିତାଙ୍କ ଭଉଣୀ ଟ୍ରେନ୍ ବାବଦରେ ଜାଣିବା ଲାଗି ଇନକ୍ଵାରୀ କାଉଣ୍ଟରକୁ ଯାଇଥିଲେ । ପୀଡ଼ିତା ପ୍ଲାଟଫର୍ମରେ ଛିଡ଼ା ହୋଇଥିଲେ ।
ସେହି ସମୟରେ ରେଲୱେର ଜଣେ କର୍ମଚାରୀ ଆସି କହିଥିଲେ ଯେ, ମୁଁ ନିଶ୍ଚିତ ଟିକେଟ୍ ବନ୍ଦୋବସ୍ତ କରି ଦେଇପାରିବି । ଯାହା ପରେ ପୀଡ଼ିତାଙ୍କୁ ନେଇ ପ୍ଲାଟଫର୍ମରେ ଥିବା ଅପରେଟର ରୁମ୍କୁ ନେ ଯାଇଥିଲେ । ସେଠାରେ ଭିତରୁ କବାଟ ବନ୍ଦ କରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଅଭିଯୁକ୍ତଙ୍କ ନାଁ କପିଳେଶ୍ଵର ସିଂହ ବୋଲି ଜଣାପଡ଼ିଛି । ଅଭିଯୁକ୍ତଙ୍କ ବୟସ ୫୪ ବର୍ଷ ହୋଇଥିବା ବେଳେ ସେ ଇନ୍ସପେକ୍ଟର ଅଫ୍ ୱାର୍କର୍ସ ଡିପାର୍ଟମେଣ୍ଟରେ କାମ କରୁଥିବା ସୂଚନା ମିଳିଛି । ଅଭିଯୋଗ ପରେ ତାଙ୍କୁ ତୁରନ୍ତ ସେବାରୁ ନିଲମ୍ବିତ କରାଯାଇଛି ।
ପୀଡ଼ିତାଙ୍କ ଅନୁସାରେ, ସେ ପ୍ଲାଟଫର୍ମ ୧ରେ ଥିବା ରୁମ୍ରେ ତାଙ୍କୁ ଦୁଷ୍କର୍ମ କରାଯାଇଛି । ଅଭିଯୋଗ ପରେ ପୀଡ଼ିତା ଅଭିଯୁକ୍ତକୁ ଚିହ୍ନଟ ମଧ୍ୟ କରିଛନ୍ତି । ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଛି । ଅଭିଯୁକ୍ତ ବିରୋଧରେ ଜିଆରପିରେ ବିଏନଏସ ଧାରା ୬୪ (୨) (ବି)ରେ ମମଲା ରୁଜୁ କରାଯାଇଛି । ପୋଲିସ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ କରୁଛି ।
ଏଥିସହ ପଢ଼ନ୍ତୁ: ଗଛରେ ପିଟିହେଲା ୪୦ ଯାତ୍ରୀଙ୍କୁ ନେଇ ଭୁବନେଶ୍ଵର ଯାଉଥିବା ବସ୍

ପ୍ରଶ୍ନ ଘେରରେ ସୁରକ୍ଷା
ତେବେ ରାଉରକେଲା ଭଳି ସୀମାନ୍ତ ଓ ସମ୍ବେଦନଶୀଳ ଷ୍ଟେସନରେ ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ ଯାତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି । ଷ୍ଟେସନ ପରିସରର ୧ ନମ୍ବର ପ୍ଲାଟଫର୍ମରେ ସବୁବେଳେ ଗହଳି ଚହଳି ଲାଗି ରହୁଥିବା ବେଳେ ଦୁଷ୍କର୍ମ ଅଭିଯୋଗ ଆସିବା ଆସିଛି । ରେଲୱେର ଅନ୍ୟ ଅଧିକାରୀ ତଦନ୍ତ କରୁଛନ୍ତି ।

Related Topics
Explore more stories