ଶିମିଳିପାଳ ଦୁଦୁରୁଚମ୍ପାରୁ ମହାବଳ ବାଘର ମୃତଦେହ ଉଦ୍ଧାର
·2 years ago

ଅର୍ଗସ ବ୍ୟୁରୋ : ଶିମିଳିପାଳରୁ ମହାବଳ ବାଘର ମୃତଦେହ ଠାବ । ଶିମିଳିପାଳ ଦୁଦୁରୁଚମ୍ପାରୁ ମହାବଳ ବାଘର ମୃତଦେହ ଉଦ୍ଧାର । ଗତ ୫ ତାରିଖ ଦିନ ଦୁଦୁରୁଚମ୍ପା ନାଳ ନିକଟରୁ ମୃତଦେହ ମିଳିଥିଲା । ମୃତ ବାଘର ବୟସ ସାଢ଼େ ୩ ବର୍ଷ ହୋଇଥିବା ଅନୁମାନ କରାଯାଉଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଷ୍ଟମର୍ଟମ ରିପୋର୍ଟରୁ ବାଘ ମୃତ୍ୟୁର କାରଣ ଜଣା ପଡିବ ବୋଲି ଅଭୟାରଣ୍ୟ କ୍ଷେତ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: