Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶ ନେଇ କଳାକୌଶଳ ପ୍ରଦର୍ଶନ

Odisha

ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶ ନେଇ କଳାକୌଶଳ ପ୍ରଦର୍ଶନ

Jitendra Dash
Browse all articles by Jitendra Dash
·2 years ago
ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶ ନେଇ କଳାକୌଶଳ ପ୍ରଦର୍ଶନ

ଅର୍ଗସ ବ୍ୟୁରୋ : ପାରାଦୀପରେ ଆଜିଠାରୁ ଆରମ୍ଭ ହେଲା ଦୁଇଦିନିଆ ଉପକୂଳ ସମରାଭ୍ୟାସ । ମିଳିତ ସମରାଭ୍ୟାସ  'ସାଗର କବଚ-୧ରେ ମେରାଇନ ପୋଲିସ, କୋଷ୍ଟ ଗାର୍ଡ, ନାଭାଲ, ବନ ବିଭାଗ, ମତ୍ସ୍ୟ ବିଭାଗ, ଗୁଇନ୍ଦା ସଂସ୍ଥା ଭଳି ଏକାଧିକ ବିଭାଗ ସାମିଲ ହୋଇଛନ୍ତି । ଉପକୂଳ ସହିତ ଜଳ ପଥ ରେ ମଧ୍ୟ କଡା ପ୍ରହରା ଦିଆଯାଉଥିବା ବେଳେ ପାରାଦୀପର  ପ୍ରତିଟି ଜାଗାରେ ଚେକିଂ କଡାକଡି ଭାବେ କରାଯାଉଛି  ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଜଳ ପଥ ଦେଇ ସ୍ଥଳ ଭାଗକୁ କିଭଳି ଶତୃ ପକ୍ଷ ପ୍ରବେଶ ନକରି ପାରିବେ ତାହାକୁ ନେଇ ଚାଲିଛି ଏହି ଦୁଇଦିନିଆ ସମରାଭ୍ୟାସ । 26/11 ମୁମ୍ବାଇ ଆକ୍ରମଣ ପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ  ଉପକୂଳ ସୁରକ୍ଷା ପାଇଁ ପ୍ରତିବର୍ଷ ଏହି ସମରାଭ୍ୟାସ କରାଯାଇଥାଏ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
'Sagar Kavach 1' Exercise Commences In Paradeep Port | Argus News