Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସ୍ବାଧିନ ଭାବେ ନିର୍ବାଚନ ଲଢ଼ିବେ ବିଜେଡି ଯୁବ ନେତା ବିଶେଶ୍ବର ସ୍ବାଇଁ

Odisha

ସ୍ବାଧିନ ଭାବେ ନିର୍ବାଚନ ଲଢ଼ିବେ ବିଜେଡି ଯୁବ ନେତା ବିଶେଶ୍ବର ସ୍ବାଇଁ

Jitendra Dash
Browse all articles by Jitendra Dash
·2 years ago
ସ୍ବାଧିନ ଭାବେ ନିର୍ବାଚନ ଲଢ଼ିବେ ବିଜେଡି ଯୁବ ନେତା ବିଶେଶ୍ବର ସ୍ବାଇଁ

ଅର୍ଗସ ବ୍ୟୁରୋ : ସାଲେପୁରରେ ବିଜେଡି ପାଇଁ ବଢ଼ିଲା ଅଡ଼ୁଆ । କଟକ ଜିଲ୍ଲା ସାଲେପୁର ନିର୍ବାଚନ ମଣ୍ଡଳୀରୁ ସ୍ବାଧିନ ଭାବେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି ବିଜେଡି ଯୁବ ନେତା ବିଶେଶ୍ବର ସ୍ବାଇଁ । ବିଶେଶ୍ବର ସାଲେପୁର ଆସନରୁ ଟିକେଟ୍ ପାଇଁ ଅଶାୟୀ ଥିଲେ । ହେଲେ ପ୍ରଶାନ୍ତ ବେହେରାଙ୍କୁ ପୁଣି ଥରେ ଟିକେଟ୍ ଦେଇଥିଲା ବିଜେଡି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଯାହାକୁ ନେଇ ପ୍ରଶାନ୍ତଙ୍କ ଉପରେ ଖୁବ ବର୍ଷିବା ସହ ପ୍ରଶାନ୍ତଙ୍କୁ ନୁହେଁ ବରଂ ତାଙ୍କୁ ସାଲେପୁରର ସାଧରାଣ ଲୋକେ ଚାହୁଁଛନ୍ତି ଏବଂ ସେଥିପାଇଁ ସେ ସ୍ବାଧୀନ ଭାବରେ ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି । ଦଳ ତାଙ୍କ ବିରୁଦ୍ଧରେ ଯାହା କାର୍ଯ୍ୟାନୁଷ୍ଠାନ ନେଲେ ପଛେ ନେଉ ସେ ସ୍ବାଧୀନ ଭାବେ ଲଢ଼ିବେ ବୋଲି କହିଛନ୍ତି ବିଶେଶ୍ବର ସ୍ବାଇଁ l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
salipur bjd tension | Argus News