Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦଣ୍ଡ ଶୁଣାଣି କଲେ ସାଲେପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ୍

Jitendra Dash
Browse all articles by Jitendra Dash
·2 years ago
ଦଣ୍ଡ ଶୁଣାଣି କଲେ ସାଲେପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ୍

ଅର୍ଗସ ବ୍ୟୁରୋ : ବୃଦ୍ଧା ଶାଶୂ ସହ ଦୁଷ୍କର୍ମ କରିବା ଅଭିଯୋଗରେ ଜ୍ୱାଇଁ ସଞ୍ଜୟ ବେହେରାଙ୍କୁ ଆଜୀବନ କାରାଦଣ୍ଡ ଦଣ୍ଡାଦେଶ । ଦଣ୍ଡ ଶୁଣାଣି କଲେ ସାଲେପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ ହରପ୍ରସାଦ ପଟ୍ଟନାୟକ । ୨୦୨୦ ମସିହା ମାର୍ଚ୍ଚ ମାସ ୧୩ ତାରିଖ ଦିନ ସାଲେପୁର ଥାନା ବାସୁଦେବପୁର ଅଞ୍ଚଳରେ ଘଟିଥିଲା ଘଟଣା ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Salipur rape case | Argus News